om academy

ହାତିସାଲପଡ଼ାରେ ସଚେତନ ମହିଳା ମଞ୍ଚ ଦ୍ଵାରା ମାଗଣାରେ ସ୍ୱାସ୍ଥ୍ୟ ଶିବିର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ହାତୀସାଲପଡ଼ାରେ ସଚେତନ ମହିଳା ମଞ୍ଚ ଦ୍ଵାରା ମାଗଣାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଡ଼. ଜୋଷ୍ଣ।ମୟୀ ମହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଅଞ୍ଚଳରେ ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା କରିବା ସହ ଔଷଧ ମଧ୍ୟ ଦିଆଯାଇଥିଲା । ଏଥିରେ ଗୋପାଲଜୀ ପାଣିଗ୍ରାହୀ, ସଚେତନତା ମହିଳା ମଞ୍ଚର କଳ୍ପନା ବିହାରୀ, ନିହାରିକା ମିଶ୍ର, ପ୍ରମିଳା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.