oum

ମଧ୍ୟପ୍ରଦେଶ ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଦୁଇ ନକ୍ସଲ ନିହତ

jsm

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ରାତିରେ ପୋଲିସ ଓ ମାଓବାଦୀ ମଧ୍ୟରେ ମଧ୍ୟପ୍ରଦେଶ ମଣ୍ଡଳା ଜିଲ୍ଲା ମୋତିନାଲା ଥାନା ଅନ୍ତର୍ଗତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଫଳରେ ଜଣେ ମହିଳା ମାଓବାଦୀଙ୍କ ସହ ଜଣେ ପୁରୁଷ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଘଟଣାସ୍ଥଳରୁ ୩ଟି ବନ୍ଧୁକ, ୱାକିଟକି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି ଯବାନ । ତେବେ ମୃତ ମାଓବାଦୀ‌ଙ୍କ ନାଁରେ ପୂର୍ବରୁ ୧୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା ।

Leave A Reply

Your email address will not be published.