oom

ବଗିଚା ହୋଟେଲ ଉପରେ ଚଢଉ କଲା ବଲାଙ୍ଗିର ସଦର ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ପାଖ ବଗିଚା ହୋଟେଲ ଉପରେ ଚଢଉ କରିଛି ବଲାଙ୍ଗିର ସଦର ପୋଲିସ । ଚଢଉ ବେଳେ ସେଠାରୁ ୬୫୦ ମିଲି ଲିଟରର ୨୪ଟି ବିୟର ବୋତଲ ସହ ୨୪ଟି କିଙ୍ଗ୍‌ ଫିସର୍‌ କେନ୍‌ ଜବତ ହୋଇଥିବା ବେଳେ ଉକ୍ତ ହୋଟେଲରେ ସପ୍ଲାଏ ମେନ୍‌ ଭାବେ କାମ କରୁଥିବା ବଲାଙ୍ଗିର କଂସାରିପଡ଼ାର କୃଷ୍ଣ ଓରଫ୍‌ ହାଡୁ ଦୀପ(୪୫)ଙ୍କୁ ଗିରଫ୍‌ କରାଯାଇଥିବା ସୂଚନାରେ କୁହାଯାଇଛି । ତେବେ ହୋଟେଲ ମାଲିକ ଫେରାର୍‌ ହୋଇଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.