oom

ସଇଁନ୍ତଲା ତହସିଲ ପକ୍ଷରୁ ଭୂମିହୀନ ଲୋକଙ୍କୁ ପଟା ବଣ୍ଟନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ବ ରଥ ବ୍ଳକର ବିଭିନ୍ନ ଗ୍ରାମର ପହଞ୍ଚି ଅତିରିକ୍ତ ତହସିଲଦାର ଯୁଗେଶ୍ଵର ଧରୁଆ, ଦଳଗଞ୍ଜନ ଜାଲ, ଆରଆଇ ସରୋଜ ଜାଲ, ଡିଇଓ ଲିଙ୍ଗରାଜ ହୋତା, ସତ୍ୟ ମହାଲିଙ୍ଗ, ନାରାୟଣ ସାହୁଙ୍କ ଉପସ୍ଥିତରେ ତେଣ୍ଡଲିପାଲି, ଟୁର୍ଚ୍ଚାଉପରେ, ଡୁଙ୍ଗୁରିପାଲି ଗ୍ରାମକୁ ଯାଇ ୧୫ଜଣ ଭୂମିହୀନ ପରିବାର ଲୋକଙ୍କୁ ଜମି ପଟା ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.