ପଦ୍ମପୁରରେ ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ନେଇ ସୂଚନା ଓଡିଶା By Koshala Prabaha On Monday 5th December 2022, 6:29 pm padampur by election today Share ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରରେ ଉପନିର୍ବାଚନ ଚାଲୁଥିବା ବେଳେ ରେକର୍ଡ ମତଦାନ ହୋଇଥିବା ନେଇ ସୂଚନା ରହିଛି । ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ । padampur news