oom

ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖା ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ : ଅଧକ୍ଷ ଭାବେ ନିର୍ବାଚିତ ହେଲେ ରାଜେଶ ଅଗ୍ରୱାଲ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମହାବୀର ଧର୍ମଶାଳାଠାରେ ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମେଳନ ଟିଟିଲାଗଡ଼ ଶାଖାର ବର୍ଷ ୨୦୨୪/୨୫ ପାଇଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲ, ସଚିବ ଭାବେ ଗୋପାଳ ଟିବଡେ ୱାଲ ଓ କୋଷଧ୍ୟକ୍ଷ ଭାବେ ରାଜିବ ଜୈନଙ୍କୁ ମନୋନୀତ ହୋଇଛନ୍ତି । ଏହି ନିର୍ବାଚନ ସମୟରେ ମାରୱାଡି ସମ୍ମେଳନର ଉତ୍କଳ ପ୍ରାନ୍ତୀୟ ଜୋନ ସଂପାଦକ ପ୍ରକାଶ ଗୋୟଲ, ପ୍ରକାଶ ଅଗ୍ରୱାଲ, ସୁରେନ୍ଦ୍ର ମରୋଡିଆ, ଦେବି ଶର୍ମା, ଗୌତମ ଟେବଡିୱାଲ୍, ମନୋଜ ଦୋଡକା, ପଙ୍କଜ ଭିର୍ମିୱାଲ୍, ଯୁଗଳ ଗୋୟଙ୍କା, ଗୋପାଳ ଲାଠଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.