oom

ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଅଞ୍ଜନା ସୁନାନୀ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ସଦର ଗ୍ରାମର ଅଞ୍ଜନା ସୁନାନୀ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦୁମୁଣ୍ତା ପଞ୍ଚାୟତର ଉନ୍ନତି ବିକାଶ ମାର୍ଗରେ କାମ କରିବା ସହ ଲୋକଙ୍କ ସମସ୍ୟା ତଥା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକକୁ ଲୋକଙ୍କ ପାଖରେ ପହଞ୍ଚାଇ ସଚେତନ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସରକାରଙ୍କ ଯୋଜନା ଗୁଡିକ ଯେମିତି ସମସ୍ତେ ପାଇ ପାରିବେ ତାହା ଚେ଼ଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତି । କେନ୍ଦୁମୁଣ୍ତା ପଞ୍ଚାୟତ ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପ୍ରସ୍ତାବକ ଭାବେ କାନ୍ଦୁଲକୋନା ଗ୍ରାମର ଗିରିରାଜ ସିଂ ମାଝି ଓ କେନ୍ଦୁମୁଣ୍ତା ଗ୍ରାମର କୃଷ୍ଣ ଘିଭେଲା ସମର୍ଥକ କରିଛନ୍ତି।

jittmm
Leave A Reply

Your email address will not be published.