ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଚାଉଳ

ତୁରେକେଲା, (କୈଳାଶ ସଗ୍ରିଆ) : ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ହିତାଧିକାରୀଙ୍କୁ ମିଳୁନାହିଁ ଚାଉଳ । ଏମିତି ଏକ ଘଟଣା ଦେଖିବାକୁ ମିଳୁଛି ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁରେ । ଏନେଇ କୁନ୍ତୀ ମାଝି ସମେତ ଅନେକ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି । ସୂଚନା ଅନୁସାରେ ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ମାଗୁରଜଙ୍ଗଲ ଗାଁର କୁନ୍ତି ମାଝି ଜଣେ ନିରୀହ ଜମିହୀନ ସୁଖବାସୀ ମହିଳା । କୁନ୍ତି ମାଝିଙ୍କ ନାଁରେ ଅନ୍ତୋଦୟ ଅନ୍ନ ଯୋଜନା ପଡିପତ୍ର ଥିଲେ ମଧ୍ୟ ପାଇପାରୁ ନାହାନ୍ତି ଚାଉଳ ।

Leave A Reply

Your email address will not be published.