କଳାହାଣ୍ଡି ଯୁବକ ସଂଘ ଓ କୋଶଳ ସେନା ମିଳିତ ବୈଠକ

କଳାହାଣ୍ଡି, (ଭାରତ ବିଶି) : କଳାହାଣ୍ଡି ଯୁବକ ସଂଘ ଓ କୋଶଲ ସେନା ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ ଏପ୍ରିଲ ୧କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳନା କରାଯାଇଥିବା ବେଳେ ଏପ୍ରିଲ ୧କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସୁବାଷ ବଗର୍ତ୍ତି, ପପୁ ସେନାପତିଙ୍କ ସର୍ମଥନରେ ବୈଠକ ଶେଷ ହୋଇଥିଲା ।

Leave A Reply

Your email address will not be published.