om academy

ମାଓ କ୍ୟାମ୍ପ ଉପରେ ଚଢାଉ : ବିପୁଳ ପରିମାଣର ସାମଗ୍ରୀ ଜବତ୍‌

jsm

ମାଲାକାନାଗିରି : ଗୁଇନ୍ଦା ସୂତ୍ରରୁ ଖବର ପାଇ ଯବାନ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ସୀମୀନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର କେତକ ଜଙ୍ଗଲରେ ଥିବା ମାଓ କ୍ୟାମ୍ପରେ ଯବାନମାନଙ୍କ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ମାଓ ସାମାଗ୍ରୀ ଜବତ କରାଯାଇଛି । ତେବେ ମାଓବାଦୀମାନେ ସେଠାରୁ ଫେରାର୍‌ ମାରିଥିବା ଜଣାପଡିଛି । ତେବେ ଏହି ଯବାନଙ୍କ ସର୍ଚ୍ଚ ଅପରେସନ୍‌ ଆଗକୁ ବି ଜାରି ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.