ବୟାଳିଶମୌଜାରେ ମନୁଷ୍ୟ ଗୌରବ ଦିବସ ପାଳିତ

କଟକ : କଟକ ସଦର ବୟାଳିଶମୌଜାରେ ସମାଜ ସଂସ୍କାରକ ପାଣ୍ଡୁରଙ୍ଗ ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଦିବସ ଉପଲକ୍ଷେ ଅକ୍ଟୋବର ୧୯କୁ ମନୁଷ୍ୟ ଗୌରବ ଦିବସ ଭାବେ ପାଳନ କରାଯାଇଛି । ସ୍ୱାଧ୍ୟାୟ ପରିବାର ପକ୍ଷରୁ ବୟାଳିଶମୌଜାର ବିଭିନ୍ନ ଗ୍ରାମ, ଶ୍ରୀରାମ ସିଦ୍ଧେଶ୍ୱର ପୀଠ ଓ ଦଧିବାମନପୁର ମା’ଭୁଆସୁଣୀ ପୀଠରେ ବୁଲି ସ୍ୱାଧ୍ୟାୟ ବିଚାର ଧାରା ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଭାତ ଫେରି କରିଥିଲେ ।

Leave A Reply

Your email address will not be published.