oom

ଛତ୍ରପୁର ନଗର ବିଜେଡି ଦଳୀୟ କମିଟିର ନୂତନ କର୍ମକର୍ତ୍ତା ମନୋନୀତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ନଗର ବିଜେଡି ଦଳୀୟ କମିଟିର ନୂତନ କର୍ମକର୍ତ୍ତା ମନୋଦୀତ କରାଯାଇଛି । ଛତ୍ରପୁର ନଗର ସଭାପତି ଭାବେ ବି.ରାଜିବାବୁଙ୍କୁ ଦଳର ହାଇକମାଣ୍ଡ ମନୋନୀତ କରିଥିବା ବେଳେ ଯୋଗ୍ୟତା ଭିତ୍ତିରେ ୩୨ଜଣଙ୍କୁ ନେଇ ରାଜିବାବୁ ଛତ୍ରପୁର ସହରରେ ଏକ ନୂତନ କମିଟି ଗଠନ କରିଛନ୍ତି । ଉପସଭାପତି ଭାବେ ଟି.ବଳରାମ ରେଡ୍ଡୀ, ଏନ.ଗିରିଧର ରାଓ, ଅଟଳ ବିହାରୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁଧୀର ସାହୁ, କୋଷାଧ୍ୟକ୍ଷ ବି.ଗୋପାଳ ସ୍ୱାମୀଙ୍କ ସମେତ ୫ଜଣ ସମ୍ପାଦକ ମଣ୍ଡଳୀ ଯଥା ଏସ୍.ମୁକୁନ୍ଦ ରେଡ୍ଡୀ, ଭି.ଭେଙ୍କଟ ରାଓ ଦୋରା, ଆର.ରାଜଶେଖର ରାଓ, ଆର.ପ୍ରକାଶ ରାଓ, ନୀଳମାଧବ ବେହେରା ଏବଂ ୨୧ଜଣଙ୍କୁ ନେଇ କାର୍ଯ୍ୟକାରୀ ସଦସ୍ୟ ମଣ୍ଡଳୀ ଗଠିତ ହୋଇଅଛି ବୋଲି ଦଳୀୟ ସୂତ୍ରରୁ ଏକ ପ୍ରେସବିଜ୍ଞପ୍ତିରେ କୁହାଯାଇଛି ।

jittmm
Leave A Reply

Your email address will not be published.