om academy

ମୁନିଗୁଡ଼ାରେ ବୁଲୁଛି ମହାରାଷ୍ଟ୍ରର ବାଘ, ଭିଡ଼ିଓ ଭାଇରାଲ୍‌

jsm

ରାୟଗଡ଼ା : ରାୟଗଡ଼ାର ମୁନିଗୁଡ଼ାରେ ବୁଲୁଛି ମହାରାଷ୍ଟ୍ରର ବାଘ । ଏସଂକ୍ରାନ୍ତୀୟ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଗଜପତିରୁ ଆସି ଦହିଖାଲ ଅଂଚଳରେ ବୁଲୁଥିବା ସୂଚନାରେ କୁହାଯାଇଛି । ତେବେ ମହାରାଷ୍ଟ୍ରର ଏହି ବାଘ ବନ୍ଧଗୁଡ଼ା ଗାଁ ପାଖରେ ମଇଁଷି ମାରିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ମହାବଳ ବାଘର ପାଦ ଚିହ୍ନ ଦେଖାଯିବା ପରେ ପହଂଚିିଛି ବନବିଭାଗ । ପୁଣି ଘରୁ ନ ବାହାରିବା ପାଇଁ ମାଇକ୍‌ ଯୋଗେ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେବେ ବାଘର ଗତିବିଧି ଜାଣିବାକୁ ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.