ଭୁବନେଶ୍ୱର, (କେପିଏନ୍ଏସ୍) : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଜାରି କରିଛନ୍ତି । ଏହା ଆମ ସମସ୍ତଙ୍କ ଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ଲକ୍ଡାଉନ୍ ନିୟମ ନିଷ୍ଠାର ସହ ପାଳନ କରନ୍ତୁ ଏବଂ ନିଜର ତଥା ନିଜ ପରିବାରର ସୁରକ୍ଷାରେ ସହାୟକ ହୁଅନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Next Post