ମାତ୍ର ୨୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଲିଲିମା ମିଞ୍ଜ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତୀୟ ହକି ଦଳର ମଧ୍ୟ ଭାଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇ ଆସୁଥିବା ତଥା ଦୁଇ ଥର ଏସୀୟ କ୍ରୀଡ଼ା ପଦକ ବିଜୟିନୀ ଓଡ଼ିଆ ତାରକା ଲିଲିମା ମିଞ୍ଜ୍ ଗତକାଲି ମାତ୍ର ୨୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ସୁନିତା ଲାକ୍ରା, ନମିତା ଟପ୍ପୋ ଓ ଦୀପଗ୍ରେସ୍ ଏକ୍କାଙ୍କ ସହ ଲିଲିମାଙ୍କୁ ନେଇ ଗଠିତ ଏହି ଏଲିଟ୍ କ୍ଲବ୍‌ରୁ ସୁନିତା ପୂର୍ବରୁ ଅବସର ଘୋଷଣା କରିସାରିଥିଲେ ।

Leave A Reply

Your email address will not be published.