oom

ଲୋଇସିଂହା ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ମନୋନୟନ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହାର ୫୩ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହିତ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବଳରାମ ସିଂରାଏ ଏବଂ ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ଭୋଲାନାଥ ସାହୁ, ଉପସଭାପତି-ରାଜୁ ସାହୁ, ସହ ସମ୍ପାଦକ ରଞ୍ଜିତ ରାଏ/ଅଭିଳାଷ ହୋତା ଏବଂ କୋଷାଧ୍ୟକ୍ଷ ଭାବେ ଭବାନୀ ଶଙ୍କର ପଧାନ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟିକୁ ରାଜେନ୍ଦ୍ର ନାଏକ, ସମୀର ସାହୁ, ଭୁତନାଥ ନାଏକ, ବିଭୁତି ପଧାନ, ନବକିଶୋର ନାଏକ, ପ୍ରଦ୍ୟୁମ୍ନ ସାହୁ, ଟିକେଲାଲ ସରାଫ, ଆନନ୍ଦ ପୁଟେଲ, ପ୍ରଶାନ୍ତ ପାତ୍ର, ଧର୍ମସିଂ ମହାରଣା, ସୁଧାଂଶୁ ଶେଖର ପାଣ୍ଡିଆ ପ୍ରମୁଖ ମନୋନୀତ ହୋଇଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.