ବଲାଙ୍ଗିର ମୁଖ୍ୟ ଡାକଘର ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମୁଖ୍ୟ ଡାକଘର ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମଟି ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରାଯାଇଥିବା ବେଳେ ଏଥିରେ ଅନେକ ଡାକ କର୍ମଚାରୀମାନେ ମୁଖ୍ୟଡାକଘରରୁ ବାହାରି ଗାନ୍ଧୀପାଠାଗାର ପର୍ଯ୍ୟନ୍ତ ପରିକ୍ରମା କରିଥିଲେ ।

Leave A Reply

Your email address will not be published.