centurian jitm

ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ଗିରଫ କଲା ଏସ୍‌ଟିଏଫ୍‌ : ୨ଟି ହାତୀ ଦାନ୍ତ ଜବତ

nschool

ଭୁବନେଶ୍ଵର : ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍‌ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା କରଞ୍ଜିଆ ବନ ବିଭାଗ ସହାୟତାରେ କରଞ୍ଜିଆ ରାସ୍ତାର ପତୁଙ୍ଗ ଗାଁ ରାସ୍ତା କଡରେ ଡିଲ୍ ବେଳେ ରମାକାନ୍ତ ପ୍ରଧାନକୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍ । ୫ କେ.ଜି ୬୬୨ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ କରିଥିବା ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.