ବଲାଙ୍ଗିରର ହୋଟେଲ ଭମର୍ସ ସିଲ୍‌

ବଲାଙ୍ଗିର : ବଲାଙ୍ଗିର ପୌର ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଓ ମାଜିଷ୍ଟ୍ରେଟ ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଏହି ହୋଟେଲକୁ ସିଲ୍‌ କରାଯାଇଥିବା ଜଣାପଡିଛି । ପୌର ଆଇନ ଉଲ୍ଲଂଘନ କରିଥିବାରୁ ହୋଟେଲ ସିଲ କରାଯାଇଥିବା ନିର୍ବାହ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.