centurian jitm

ଏସ୍‌ବିଆଇ ଏଟିଏମ୍ କାଉଣ୍ଟରର ଏସି ଅଚଳ : ହିତାଧିକାରୀ ଅସନ୍ତୋଷ

nschool
  • ଚାଲୁନି ନା ବନ୍ଦ ପଡ଼ିଛି ଏସି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକ ଏସ୍‌ବିଆଇ ଏଟିଏମ୍‌ରେ ୨ଟି ବ୍ରାଣ୍ଡେଡ୍ ଏସି ଲାଗିଛି । ହେଲେ ଉଭୟ ଏସି କାମ କରୁନାହିଁ । ଏହି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍ କାଉଣ୍ଟରରେ ଲାଗିଥିବା ୨ଟି ବ୍ରାଣ୍ଡେଡ୍ ଭୋଲଟାସ୍ ଏସି ଅଚଳ ଅବସ୍ଥାରେ ପଡ଼ିରହରଛି । ଫଳରେ ୪୫ଡିଗ୍ରୀ ଟାଣ ଖରାରେ ଦେଓଗାଁ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଆସୁଥିବା ଅଞ୍ଚଳର ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । କାଉଣ୍ଟରରେ ଲାଗିଥିବା ଏହି ୨ଟି ଏସି ମେସିନ୍ ଚାଲୁନାହିଁ ନା ଚାଲୁଥିବା ସତ୍ୱେ ବନ୍ଦ କରି ଦିଆଯାଇଛି ତାହା ତଦନ୍ତ କରିବା ସହ ଏସି ମେସିନ୍ ଚାଲୁ କରିବାକୁ ହିତାଧିକାରୀମାନେ ଦାବି କରୁଛନ୍ତି ।

Leave A Reply

Your email address will not be published.