ନକଲି ମାଓବାଦୀ ଗିରଫ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଖରସେଲ ଗ୍ରାମର ଲାଲବାହାଦୂର ବାଗ ଚହଗା ପଞ୍ଚାୟତର ସରପଞ୍ଚ ଜଗତ ରାମ ସାହୁଙ୍କ ସହ ବିଭିନ୍ନ ଲୋକଙ୍କୁ ମାଓବାଦୀ ଭୟ ଦେଖାଇ ଚାନ୍ଦା ଆଦାୟ କରିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହା ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗିରଫ ପରେ ଲାଲବାହାଦୂରକୁ ପଚରାଉଚୁରା କରାଯାଉଛି ।

Leave A Reply

Your email address will not be published.