ଗିରଫ ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ କାରଖାନାରେ ବିଭିନ୍ନ ବ୍ରାଣ୍ଡର ନକଲି କୋଲ୍ଡ ଡ଼୍ରିଙ୍କ ବିକ୍ରି ହେଉଥିବା ବେଳେ ଏହି ଫ୍ୟାକ୍ଟ୍ରିର ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ପୋଲିସ୍ ଗିରଫ କରିଛି । ଏହି ନକଲି ଜିନିଷ ଯେଉଁ ସବୁ ଜାଗାକୁ ପଠାଯାଉଥିଲା ସେହି ସବୁ ସ୍ଥାନକୁ ମଧ୍ୟ ପୋଲିସ୍ ରେଡ଼୍ କର ସିଲ୍ କରିଛିି । ଶ୍ରୀପତ୍ତି ରଞ୍ଜନ ବେହେରା ବୋତଲରେ ରହୁଥିବା ନାମରେ ସାମାନ୍ୟ ପରିବର୍ତ୍ତନ କରି ଏହି ପ୍ରକାର ଗୁପ୍ତ କାମ କରିଚାଲିଥିଲେ । ଅବିକଳ ବ୍ରାଣ୍ଡେଣ୍ଡ କୋଲ୍ଡ ଡ୍ରିଙ୍କସ ବୋତଲ ପରି ବୋତଲ ତିଆରି କରୁଥିବା ବେଳେ ଏହା ଗାଁମାନଙ୍କରେ ଅଧିକ ଲାଭ କରୁଥିଲା ।

Leave A Reply

Your email address will not be published.