om academy

ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ସେଗୁଡିକ ହେଲା ହିଲପାଟଣା ପ୍ରଥମ ଗଳି, ତୃତୀୟ ଗଳି, ଗାନ୍ଧୀନଗର ପ୍ରଥମଲେନ, ଓ ଗୋଦାବରୀଶ ନଗର ୪ର୍ଥ ଲେନ । ଏହି ସବୁ ଅଞ୍ଚଳକୁ କାଠ ବାଡ଼ ବାନ୍ଧି ସାଙ୍କେତିକ ଭାବେ ବ୍ୟାନେର ଝୁଲାଇ ଲୋକଙ୍କୁ ସଚେତନତା କରାଯାଇଛି ।

Leave A Reply

Your email address will not be published.