୭୯ କିଲୋ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ

ମାଲକାନଗିରି : ଏକ ଅଟୋରେ ସ୍ୱତନ୍ତ୍ର ଚ୍ୟାମ୍ବର କରି ଅଭିନବ ଉପାୟରେ ଚିତ୍ରକୋଣ୍ଡାରୁ ତେଲାଙ୍ଗନାକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଅବକାରୀ ବିଭାଗ ଅଟୋ ସହିତ ୭୯ କିଲୋ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗିରଫ ଯୁବକ ଜଣକ ତେଲେଙ୍ଗାନା ରାଜ୍ୟ ଖମାମ ଜିଲ୍ଲାର ସାଇକ ଇମ୍ରାନ(୨୩) ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!