oom

୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରା ପଡି ନିଲମ୍ବିତ ହେଲେ ଫରେଷ୍ଟର

jsmm

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରା ପଡି ଫରେଷ୍ଟର ନିଳମ୍ବିତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବାଙ୍କୀ ଅଚଂଳର ଫରେଷ୍ଟର ବିଜୟ କୁମାର କୋଠି ଗୋଟିଏ ଗାଡିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ହଜାର ଟଙ୍କା ଳାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିବା ବେଳେ ସେ ନିଲମ୍ବିତ ହୋଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.