om academy

ସିରୁଲ ନିକଟ ଲକ୍ଷ୍ମୀପଦର ପୋଲିଆ ପାଖରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ : ରାସ୍ତା ଜାମ୍‌

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଅପରାହ୍ନ ସମୟ ପାଖାପାଖି ଚାରିଟା ସମୟରେ ଓଡ଼ି ୨୨ଜେ ୪୫୬୮ ନମ୍ବର ବିଶିଷ୍ଟ ଗାଡ଼ିଟି ଟିଟିଲାଗଡ଼ ବଙ୍ଗୋମୁଣ୍ଡା ସିରୁଲଠାରୁ ଆଗକୁ ଥିବା ଲକ୍ଷ୍ମୀ ପଦର ପୋଲିଆ ନିକଟରେ ଗାଡି ଓଲଟି ରାସ୍ତା ଉପରେ ପଡି ରହିଥିବା ସୂଚନା ମିଳିଛି । ତେବେ ଗାଡି ଡ୍ରାଇଭରଙ୍କୁ ଉଦ୍ଧାର କରିବା ପରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିବା କୁହାଯାଉଛି । ଓଭର୍‌ଟେକ୍ କରିବା ବେଳେ ଏହି ଅଘଟଣ ଘଟିଲା ବୋଲି ଉପସ୍ଥିତ ଲୋକେ କହୁଥିବା ଜଣାପଡିଛି ।

Leave A Reply

Your email address will not be published.