ଆଜିଠାରୁ ଆରମ୍ଭ ହେଲା ଡଲଫିନ୍ ଗଣନା କାର୍ଯ୍ୟ ଓଡିଶା By Koshala Prabaha On Sunday 9th January 2022, 11:57 am Share ବ୍ରହ୍ମଗିରି : ଆଜିଠାରୁ ସାତପଡା ଚିଲିକାରେ ଡଲଫିନ୍ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ନିମନ୍ତେ ୧୮ଟି ଟିମ୍ ନିୟୋଜିତ ହୋଇଥିବା ସୂଚନା ମିଳିଛି । ସକାଳ ୬ଟାରୁ ଆରମ୍ଭ ହୋଇ ୧୨ଟା ପର୍ୟ୍ୟନ୍ତ ଏହି କାର୍ୟ୍ୟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ରହିଛି । brahmagiri news