om academy

କରୋନା ଟୀକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ

jsm

ନୂଆଦିଲ୍ଲୀ : କରୋନା ଟୀକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟୀକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ଟୀକା ନେଉଥିବା ସମୟର ଫଟୋ ସେୟାର କରି ଅନ୍ୟମାନଙ୍କୁ ଟୀକା ନେବାକୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ସେହିପରି ଆଜି ଫାଷ୍ଟ ବୋଲର ଇଶାନ୍ତ ଶର୍ମା ବି ଟୀକା ନେଇଛନ୍ତି । ସେ ଟ୍ୱିଟ୍ କରି ଫଟୋ ସେୟାର କରିଛନ୍ତି ।

Leave A Reply

Your email address will not be published.