oom

ବଲାଙ୍ଗିର ଜିଲ୍ଲାରେ ଆଜି ୮୧ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୮

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୮୧ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୪ରୁ ୪, ୫ରୁ ୨, ୬ରୁ ୧, ୯ରୁ ୧, ୧୧ରୁ ୨, ୧୫ରୁ ୨, ୧୬ରୁ ୨, ୧୮ରୁ ୫, ୧୯ରୁ ୧, ୨୦ରୁ ୨ ଏବଂ ୨୧ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ଆଗଲପୁର ବ୍ଲକ୍‌ ବକ୍‌ଟି ଗ୍ରା.ପ.ରୁ ୧ ଓ ଭରସୁଜା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟି ଗ୍ରା.ପ.ରୁ ୧ ଓ ସାଦେଇପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଚାନ୍ଦୋତରା ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ସିନ୍ଧେକେଲା ଗ୍ରା.ପ.ରୁ ୨, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୧, ଗୁଲଭେଲା ବ୍ଲକ୍‌ ସମରା ଗ୍ରା.ପ.ରୁ ୧, ତୁଷୁରା ଗ୍ରା.ପ.ରୁ ୯, କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ. ୩ରୁ ୨, ୬ରୁ ୧, ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ୧, ବାଦିମୁଣ୍ଡା ଗ୍ରା.ପ.ରୁ ୬, ମୁରିବାହାଲ ବ୍ଲକ୍‌ ପତ୍ରାପାଲି ଗ୍ରା.ପ.ରୁ ୩, ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟସମଲେଇ ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ୍‌ ଜାମ୍‌ଗାଁ ଗ୍ରା.ପ.ରୁ ୩, କୁରୁଲ ଗ୍ରା.ପ.ରୁ ୨, ସାଆନ୍ତପୁର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, ସଇଁନ୍ତଲା ଗ୍ରା.ପ.ରୁ ୨, କେରମେଲି ଗ୍ରା.ପ.ରୁ ୩, ଧରପଗଡ଼ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବିଜେପୁର ଗ୍ରା.ପ.ରୁ ୨, ତେନ୍ତୁଳିଖୁଣ୍ଟ ଗ୍ରା.ପ.ରୁ ୧, କୁସକେଲା ଗ୍ରା.ପ.ରୁ ୧, ତୁରେକେଲା ବ୍ଲକ୍‌ କୁଇବାହାଲ ଗ୍ରା.ପ.ରୁ ୧ ଆକ୍ରାନ୍ତ ହୋଇଛନ୍ତି । ଆଜିଯାଏଁ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୪୩୮୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨୪ ଜଣ ଏକ୍‌ଟିଭ୍‌ ରହିଛନ୍ତି । ସୁସ୍ଥ ହୋଇଛନ୍ତି ୩୬୪୧ ଜଣ ଓ ୨୪ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ।

jittmm
Leave A Reply

Your email address will not be published.