om academy

କଂଗ୍ରେସର ଆକ୍ସନକୁ ମୁଁ ଡରୁନାହିଁ, କହିଲେ ଚିରଂଜୀବ

jsm

ଭୁବନେଶ୍ୱର : କଂଗ୍ରେସରୁ ବିଦା ହେବା ପରେ କଟୁ ମନ୍ତବ୍ୟ ରଖିଛନ୍ତି ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ । କଂଗ୍ରେସ ଉପରେ ପ୍ରବଳ ସମାଲୋଚନା କରିବା ସହିତ କେଉଁ ଦଳକୁ ସେ ଯିବେ ସେନେଇ କୌଣସି ସଙ୍କେତ ଦେଇନାହାନ୍ତି ଚିରଂଜୀବ । ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ସେ କହିଛନ୍ତି, ‘ମୋ ରକ୍ତରେ ବେଇମାନି କରିବା ନାହିଁ । ତେବେ ଦଳରୁ ନିଲମ୍ବନ ମୋତେ ଗଭୀର ଆଘାତ ଦେଇଛି । ହେଲେ ମୁଁ ଜଣେ ସ୍ୱାଭିମାନୀ ଲୋକ, ତେଣୁ ଆକ୍ସନକୁ ଡରୁନାହିଁ’ ।

Leave A Reply

Your email address will not be published.