oom

ଜାତୀୟ ରାଜପଥ କଡ ତେନ୍ତୁଳି ଗଛକୁ ପିଟିଲା କାର : ୧ ମୃତ, ୧ ଗୁରୁତର

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମା ୨୬ନଂ ଜାତୀୟ ରାଜପଥର ବଲାଙ୍ଗିର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗତକାଲି ଅପରାହ୍ନ ୫ଟା ସମୟରେ ଏକ ମାରୁତି ସୁଇପ୍ଟ (ଓଡି୦୮କ୍ୟୁ ୮୩୦୯) ଗାଡ଼ି ବଲାଙ୍ଗିର ପଟରୁ ଦୃତ ଗତିରେ ଆସି ଏକ ତେନ୍ତୁଳି ଗଛରେ ପିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

jittmm
Leave A Reply

Your email address will not be published.