oom

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ଦ୍ୱାରା ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନିଶୁକ୍ଳ ବ୍ରତୋପନୟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ମହନ୍ତ ମାହାରାଜଙ୍କ ଆଶୀର୍ବାଦରେ ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଗରିବ ୯ ଜଣ ପିଲାଙ୍କ ନିଶୁକ୍ଳ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟ କାର୍ଯ୍ୟର ସଂଘର ପୂର୍ବତନ ସଭାପତି ଜୟକୃଷ୍ଣ ଦାଶ ଶର୍ମାଙ୍କର ତତ୍ତ୍ୱାବଧାନରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ବଳରାମ ହୋତା ଓ ଲକ୍ଷ୍ମୀ ଚାନ୍ଦ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟରେ ସଂଘର ପୂର୍ବତନ ସଭାପତି ନିଳମଣି ମିଶ୍ର, ସତ୍ୟବନ୍ତ ବେଦବାକ୍‌, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ଉପ-ସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ରଘୁନାଥ ମିଶ୍ର, ସହ-ସଂପାଦକ ପୁରୋଷୋତ୍ତମ ପଣ୍ଡା, ସାମ୍ବାଦିକ ଗୋପବନ୍ଧୁ ଶତପଥି, ଜୟରାମ ମିଶ୍ର, ଶୁଭେନ୍ଦ୍ର ନେପାକ, ମଦନ ମୋହନ ରଥ, କପିଳ ପତି, ଶ୍ରୀବତ୍ସ ମିଶ୍ର, ପ୍ରଭାକର ମିଶ୍ର, ପ୍ରଭୁଦତ୍ତ ଶତପଥି, ବିଭୁଦତ୍ତ ଶତପଥି, ବିଶେଶ୍ୱର ପୁଝାରୀ, ବନମାଲି ହୋତା, ଧନଞ୍ଜୟ ମିଶ୍ର, ଅଚ୍ୟୁତାନନ୍ଦ ଉଦ୍‌ଗାତା, ମାଳତି ଉଦ୍‌ଗାତା, କସ୍ତୁରୀ ରଥ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.