ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବଙ୍ଗଳା ଛକ ନିକଟରେ ଦେଓଗାଁ ସୋନଗଡ ନଦୀରୁ ବେଆଇନ ଭାବେ ବାଳି ଚୋରା ଚାଲାଣ କରାଯାଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଓ ଜରାସିଂହା ଆରଆଇ ଚଢ଼ାଉ କରି ଟ୍ରାକ୍ଟର (ଓଡ଼ି୦୩ଜେ୫୬୬୦) ଗାଡିରୁ ୧୦ହଜାର ୧୦୧ଟଙ୍କା ଆଦାୟ କରିଥିବା ଜରାସିଂହା ଆରଆଇ ଅଧିର ନାଏକ ସୂଚନା ଦେଇଛନ୍ତି ।