ଆର୍ଯ୍ୟ ସମାଜ ପକ୍ଷରୁ ହୋମପୂଜା ଓ ଶୀତବସ୍ତ୍ର ବଣ୍ଟନ ଓଡିଶା By Koshala Prabaha On Monday 7th November 2022, 7:16 pm Share ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ଆର୍ଯ୍ୟ ସମାଜ ପକ୍ଷରୁ ମୋହନ ମେହେରଙ୍କ ତତ୍ତ୍ୱାବଧାନରେ ବାଲିପଟା ଗ୍ରାମରେ ହୋମପୂଜା ଓ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମତି ବେଳମତି ବାଗ ଅତିଥି ଭାବେ ଯୋଗଦାନ କରିଥିଲେ । patanagarh news