oom

କଳା ଓ କଳାକାର ପକ୍ଷରୁ ଚିତ୍ରକଳା କର୍ମଶାଳା ‘ମାଇଁ ଡ୍ରିମ୍‌, ମାଇଁ ଭିଜନ୍‌’ ଅନୁଷ୍ଠିତ

jsmm

ସମ୍ବଲପୁର, (ପ୍ରଶାନ୍ତ ମାଝୀ) : ସମ୍ବଲପୁରର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ପକ୍ଷରୁ ସ୍ଥାନୀୟ କଚେରୀ ଛକରେ ଏକ ଚିତ୍ରକଳା କର୍ମଶାଳା ‘ମାଇଁ ଡିମ୍‌, ମାଇଁ ଭିଜନ୍‌’ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ଚିତ୍ରଶିଳ୍ପୀ ବରଦା ମାଧବ ଗୁରୁ ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳାରେ ବରିଷ୍ଠ ଚିତ୍ରଶିଳ୍ପୀ ସଂଜୟ ସାହୁ, ପବିତ୍ର ବେରିହା, ଜଗନ୍ନାଥ ବେହେରା, ସୁମନ ପାଲ, ସୁଦାମ ପଣ୍ଡାଙ୍କ ସମେତ ଅନୁରେଖା ଜେନା, ସୁଜାତା ବେହେରା, ନିବେଦିତା ଦୀପ, ପୂଜା ଜଗଦଲା, ନମ୍ରତା ନାୟକ, ତନୁଶ୍ରୀ ଧର, ଅଶ୍ଲେଷା ମିଶ୍ର, ତନୁଶ୍ରୀୟା ମହାୱାଲ, ଆୟୁଷ ନାୟକ, ଶ୍ରେୟାଂଶୀ ସାହୁ, ରିତୁପର୍ଣ୍ଣା କର, କଲଦୀପ ବର୍ମା, ଯତିନ ପାଢ଼ୀ, ଦେବେନ୍ଦ୍ର ସାହୁ, ନିତ୍ୟାନନ୍ଦ ପଣ୍ଡା, ମହମ୍ମଦ କାଶିମ, ଆଶିଷ ମେହେର, ଜ୍ୟୋତିରାଦିତ୍ୟ ମହାନ୍ତି, ପୂରବ ମେହେର, ଆୟୁଷ୍ମାନ ଦାସ, ସୁମନ ପାଲ, ୱାଟର କଲର୍‌ ଏକେଲିକ୍‌, ଓୟଲ୍‌ କଲର୍‌ରେ ସୁନ୍ଦର ଚିତ୍ର ସବୁ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଶାନ୍ତ ମାଝୀ, ଗୌରିଦାସ ପଣ୍ଡା, ରାଧାରମଣ ମୁଦୁଲି, ସୂର୍ଯ୍ୟ ପାଣିଗ୍ରାହୀ, କରୁଣାକର ଶତପଥୀ, ବଳରାମ ହୋତା, ଲିଙ୍ଗରାଜ ସିଂ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.