ଓଡିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଲିମ୍ପିକ୍ସ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏବେଠାରୁ ପ୍ରସ୍ତୁତ କରାଯିବ । ଓଡିଶା ସରକାର ଭୁବନେଶ୍ୱର ଏବଂ ରାଉରକେଲାର ୯୦ଟି ସ୍କୁଲରେ “ଓଡିଶା ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମର ଲୋକାର୍ପଣ କରି ଦେଶରେ ଏହା ଅଲିମ୍ପିକ୍ସ ଆନ୍ଦୋଳନର ଶୁଭାରମ୍ଭ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.