jayashree

ସ୍ମାର୍ଟ ପାର୍କ କାମ ବୁଲି ଦେଖିଲେ ଏନ୍‌ଏସି ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆଶ୍ରମପଡା ଜଗନ୍ନାଥ ମନ୍ଦିର ପାଖରେ ତିଆରି ହେଉଥିବା ସ୍ମାର୍ଟ ପାର୍କ କାମର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା । ୬୫ ଲକ୍ଷ ବ୍ୟୟ ଅଟକଳରେ ପାର୍କ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ଏମ୍‌ଇ ଅଶୋକ ପଟ୍ଟନାୟକ, ଗୋକୁଳ ପ୍ରଧାନ, ବାବୁଲା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.