
ସାଲେପୁର : କଟକ ପାରାଦୀପ ରାସ୍ତାର କିଶନନଗର ଥାନା ଅଞ୍ଚଳରେ ଥିବା ଏକ ଏଟିଏମ୍ ତାଡି ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଖବର ମିଳିଛି । ଘଟଣାର ଖବର ପାଇ କିଶନନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ଦେଇଛି ।
Recover your password.
A password will be e-mailed to you.