oum

ଆସିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

jsm

ନୂଆଦି‌ଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ସୂଚୀ ଘୋଷଣା କରିଛ‌ନ୍ତି । ତେବେ ଏହି ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲ‌ବ୍ଧ‌ ହେଉଛି । ଛାତ୍ରଛାତ୍ରୀ ମାନେ ସହଜରେ ଓ୍ବେବସାଇଟ୍‌ରୁ ପରୀକ୍ଷା ସୂଚୀ ପାଇପାରିବେ ।

Leave A Reply

Your email address will not be published.