ଆଫଗାନିସ୍ତାନରେ ଭୂମିକମ୍ପ : ଶହେରୁ ଅଧିକ ମୃତ ଦେଶ ବିଦେଶ By Koshala Prabaha On Wednesday 22nd June 2022, 12:37 pm ଆଫଗାନିସ୍ତାନରେ ଭୂମିକମ୍ପ : ଶହେରୁ ଅଧିକ ମୃତ Share ଆଫଗାନିସ୍ତାନ : ଆଫଗାନିସ୍ତାନରେ ଭୂମିକମ୍ପ ହୋଇ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ କେବଳ ଆଫଗାନିସ୍ତାନରେ ଖାଲି ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି । news of world