ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି ଦେଶ ବିଦେଶ By Koshala Prabaha On Wednesday 3rd November 2021, 8:46 pm Share ନୂଆଦିଲ୍ଲୀ : ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି ହୋଇଥିବା ଜଣାପଡିଛି । ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍କୁ ପ୍ରମୋଟ୍ କରାଯାଇଛି । ତେବେ ଭାରତୀୟ ବାୟୁ ସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ କ୍ରାଏଟେରିଆ ପୂରଣ କରିଛନ୍ତି ଅଭିନନ୍ଦନ ବୋଲି ଜଣାପଡିଛି । ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି