Browsing Category
କ୍ରୀଡା
ଆଇପିଏଲ : ମନୀଷ ଓ ବିଜୟଙ୍କ ୧୪୦ରନ୍ର ଭାଗିଦାରୀ ବଳରେ ରାଜସ୍ଥାନକୁ ୮ ୱିକେଟରେ ହରାଇଲା ହାଇଦ୍ରାବାଦ
ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଦଶମ ମ୍ୟାଚରୁ ଡେଭିଡ୍ ୱାର୍ନରଙ୍କ ଦଳ ଚତୁର୍ଥ ବିଜୟ ସହ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ମଧ୍ୟ କରିଛି।!-->…
Read More...
Read More...
ଆଇପିଏଲ : ବୋଲରଙ୍କ କମାଲ ପ୍ରଦର୍ଶନ ଯୋଗୁଁ କୋଲକାତାକୁ ସହଜରେ ହରାଇଲା ବାଙ୍ଗାଲୋର
ଆବୁଧାବି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ଲକ୍ଷ୍ୟକୁ ପିଛା କରି ୧୩.୩ ଓଭରରେ ୨ ୱିକେଟ ହରାଇ ୮୫ ରନ୍ କରି!-->…
Read More...
Read More...
ଆଇପିଏଲ : ଧାୱନଙ୍କ ଲଗାତାର ୨ୟ ଶତକ ବେକାର : ଦିଲ୍ଲୀକୁ ହରାଇ ହ୍ୟାଟ୍ରିକ ବିଜୟ ସହ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ
ଆବୁଧାବି : ଶିଖର ଧାୱନଙ୍କ କୀର୍ତ୍ତିମାନ ଭରା କ୍ରମାଗତ ଶତକ ସତ୍ତ୍ବେ ପଏଣ୍ଟ ଟେବୁଲ୍ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ମ୍ୟାଚ୍କୁ ଜିତିପାରିନାହିଁ। ଧାୱନ ପୁଣି ଥରେ ମାତ୍ର ୫୭ ବଲ୍ରୁ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ବିନିମୟରେ!-->…
Read More...
Read More...
ଆଇପିଏଲ : ସପ୍ତମ ପରାଜୟ ପରେ ଆଇପିଏଲରୁ ବିଦାୟ ଦ୍ଵାରରେ ଚେନ୍ନାଇ
ଆବୁଧାବି : ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସର ୨୦୨୦ ଆଇପିଏଲ୍ ଅଭିଯାନ ବିନା ପ୍ଲେ ଅଫ୍ରେ ଶେଷ ହେବା ଆଶଙ୍କା ସୃଷ୍ଟି ହୋଇଛି। ଚମକହୀନ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସୋମବାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିକଟରୁ ୭ ୱିକେଟରେ ଶୋଚନୀୟ ଭାବେ ପରାଜୟ ବରଣ!-->…
Read More...
Read More...
ଆଇପିଏଲ : ସୁପର ଓଭରରେ ହାଇଦ୍ରାବାଦକୁ ହରାଇ କୋଲକାତା ବିଜୟୀ, କମାଲ ବୋଲିଂ କରି ଫର୍ଗୁସନ ଶ୍ରେଷ୍ଠ ଖେଳାଳି ପୁରସ୍କୃତ
ଆବୁଧାବି : ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)-୧୩ର ୩୫ତମ ମ୍ୟାଚ୍କୁ ସୁପର ଓଭରରେ କୋଲକାତା ନାଇଟ୍ ରାଇଡର୍ସ ଜିତିଛି। ହାଇଦ୍ରାବାଦ୍ ୧୬୪ ରନ୍ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିଲା। ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ!-->…
Read More...
Read More...
ଆଇପିଏଲ : ଧାୱନଙ୍କ ଶିଖର ପାଳିରେ ଚେନ୍ନାଇକୁ ୫ ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ
ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୩୪ ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପାଳି ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଥିବା ଶତକ ଅର୍ଜନକାରୀ ଶିଖର ଓ ଶେଷ କିଛି ବଲରେ ଦ୍ରୁତ ପାଳି ଖେଳି ଅକ୍ଷର ପଟେଲ!-->…
Read More...
Read More...
ଆଇପିଏଲ : ଏବିଡିଙ୍କ ପ୍ରହାରରେ ଘାଇଲା ରାଜସ୍ଥାନକୁ ପ୍ଲେଅଫ୍ ସୁଯୋଗର ଦୂରତା ବଢିଲା ଏବିଡ ୫୫ରନ୍ ୨୨ବଲ ଦ୍ରୁତ ପାଳି…
ଦୁବାଇ: ଏବି ଡି’ଭିଲିୟର୍ସଙ୍କ ଆଉ ଏକ ବିସ୍ଫୋରକ ପାଳି (୨୨ ବଲ୍ରୁ ୫୫* ରନ୍) ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଶନିବାର ଅପରାହ୍ନ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ପରାସ୍ତ କରିଛି। ୧୮ତମ ଓଭର ପର୍ୟ୍ୟନ୍ତ ମ୍ୟାଚ୍ ଉଭୟ ଦଳ ହାତରେ ଥିଲେ ମଧ୍ୟ ୧୯ତମ ଓଭରରେ ଜୟଦେବ!-->…
Read More...
Read More...
ଆଇପିଏଲ: ମୋର୍ଗାନଙ୍କ କୋଲକାତାକୁ ଏକପାଖିଆ ଭାବେ ହରାଇ ରୋହିତଙ୍କ ମୁମ୍ବାଇ ଶୀର୍ଷରେ : ୭୮ ରନର ପାଳି ଖେଳି…
ଆବୁଧାବି : ଆଇପିଏଲ୍ର ୩୨ତମ ମ୍ୟାଚ୍ ଶୁକ୍ରବାର କୋଲ୍କାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକପାଖିଆ ଭାବେ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍ରେ ଜିତି ୧୨ ପଏଣ୍ଟ ସହ ଟେବୁଲର ଦ୍ବିତୀୟରୁ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ କେକେଆର୍ (୮ ପଏଣ୍ଟ୍) ପୂର୍ବବତ୍!-->…
Read More...
Read More...
ଆଇପିଏଲ୍ : ବୋଲରଙ୍କ ଉନ୍ନତମାନର ପ୍ରଦର୍ଶନ ପରେ ଗେଲ-ରାହୁଲ ଯୋଡିରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କଲା ପଞ୍ଜାବ
ସାରଜା : ‘ୟୁନିଭର୍ସ ବସ୍’ କ୍ରିସ୍ ଗେଲ୍, ନିଜେ ନିଜକୁ ଦେଇଥିବା ଏହି ଉପାଧିକୁ ସାର୍ଥକ କରିଛନ୍ତି। ଖାଦ୍ୟ ବିଷାକ୍ତୀକରଣ ଜନିତ ଅସୁସ୍ଥତା ପାଇଁ ଚଳିତ ଆଇପିଏଲ୍ର ପ୍ରଥମ ୭ ମ୍ୟାଚ୍ ଖେଳି ପାରି ନ ଥିବା ଏହି ଚର୍ଚିତ ତଥା ଲୋକପ୍ରିୟ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ଙ୍କ ପଦାର୍ପଣ (ଏଥରର!-->…
Read More...
Read More...
ଆଇପିଏଲ : ଧାୱନ-ଆୟାରଙ୍କ ଅର୍ଧଶତକ ପରେ ରାଜସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କଲେ ଦିଲ୍ଲୀ ବୋଲର
ଦୁବାଇ : ଚଳିତ ଆଇପିଏଲ୍ର ୩୦ତମ ମ୍ୟାଚ୍ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ତା’ ସହ ଅଷ୍ଟମ ମ୍ୟାଚ୍ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ୍ ତାଲିକାର ଶୀର୍ଷସ୍ଥାନକୁ ଫେରିଛି । ଅନ୍ୟପକ୍ଷରେ ରାଜସ୍ଥାନ ସେହି ୮ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ!-->…
Read More...
Read More...