Browsing Category

କ୍ରୀଡା

ଆଇପିଏଲ୍‌ : କର ବା ମର ମ୍ୟାଚରେ ପଞ୍ଜାବକୁ ୭ ୱିକେଟରେ ହରାଇ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ରାଜସ୍ଥାନ

ଆବୁଧାବି : ପଞ୍ଜାବର ବିଜୟ ଧାରାକୁ ରୋକି ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି ରାଜସ୍ଥାନ ରୟାଲ୍ସ। ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ କ୍ରିସ୍‌ ‌ଗେଲଙ୍କ ପାଳିକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସ ‘କର ବା ମର’ ମ୍ୟାଚ୍‌କୁ ଅତି ସହଜରେ ୭ ୱିକେଟରେ ଜିତି ନେଇଛି। କ୍ରମାଗତ ୫ ବିଜୟ
Read More...

ଆଇପିଏଲ୍‌ : କୋଲକାତାକୁ ୬ ୱିକେଟରେ ହରାଇ ପ୍ଲେ ଅଫ୍‌ରୁ ଦୂରେଇ ରଖିଲା ଚେନ୍ନାଇ

ଦୁବାଇ : ପ୍ଲେ ଅଫ୍ ପ୍ରବେଶ ଦୃଷ୍ଟିରୁ ଏକ ପ୍ରକାର କର ବା ମର ସ୍ଥିତିରେ ଥିବା କେକେଆର ଗୁରୁବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଯୁବ ପ୍ରାରମ୍ଭିକ ଯୋଡ଼ି ଶୁଭମନ ଗିଲ୍‌ (୨୬) ଓ ନୀତୀଶ ରାଣା (୮୭) ପ୍ରଥମ ୱିକେଟ୍‌ରେ ୫୩ ରନ୍ ଯୋଡ଼ିଥିଲେ। କର୍ଣ୍ଣ ଶର୍ମା ଚତୁରତାର ସହ
Read More...

ଆଇପିଏଲ୍‌ : ବାଙ୍ଗାଲୋରକୁ ୫ ୱିକେଟରେ ହରାଇ ପ୍ଲେ ଅଫ୍‌ରେ ଜାଗା ପକ୍କା କଲା ମୁମ୍ବାଇ

ଆବୁଧାବି : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ପର୍ୟ୍ୟାୟରେ ପ୍ରବେଶ କରିଛି। ୧୨ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଥିବା ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ପ୍ଲେ ଅଫ୍ ଆଶାରେ ହାଇଦ୍ରାବାଦ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ରେ‌ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ। ଏହି ବିଜୟ ସହ ହାଇଦ୍ରାବାଦ ୧୦ ଅଙ୍କ ସଂଗ୍ରହ କରି ୬ଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦ ଦଳ
Read More...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ : ଆହତ ଯୋଗୁଁ ରୋହିତଙ୍କୁ ବିଶ୍ରାମ, ଟେଷ୍ଟରେ ସିରାଜ ଓ ଟି-୨୦ରେ…

ମୁମ୍ବାଇ : ନଭେମ୍ବର ମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଆହତ ଜନିତ କାରଣ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ବିରାଟ କୋହଲିଙ୍କୁ ସମସ୍ତ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ବ ଦିଆଯାଇଛି। ରୋହିତଙ୍କ
Read More...

ଆଇପିଏଲ : କୋଲକାତାକୁ ହରାଇ ପଞ୍ଜାବର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ସାରଜା : କୋଲ୍‌କାତା ନାଇଟ୍ ରାଇଡର୍ସକୁ ତଳକୁ ଟାଣି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଯାଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ମନଦୀପ ଓ କ୍ରିସ୍ ଗେଲଙ୍କ ଅର୍ଧଶତକ ବଳରେ ପଞ୍ଜାବ ସୋମବାର ୮ ୱିକେଟରେ କେକେଆର୍‌କୁ ହରାଇ ଲଗାତାର ପଞ୍ଚମ ବିଜୟ ସହ ପଞ୍ଚମ
Read More...

ଆଇପିଏଲ୍‌ : କୋହଲିଙ୍କ ବାଙ୍ଗାଲୋରକୁ ହରାଇଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା’ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍‌ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରି ବିରାଟ କୋହଲିଙ୍କ
Read More...

ଆଇପିଏଲ୍‌ : ଦିଲ୍ଲୀକୁ ୫୯ ରନ୍‌ରେ ହରାଇଲା କୋଲକାତା

ଆବୁଧାବି : କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନ୍‌ରେ ପରାସ୍ତ କରିଛି । ଟସ୍‌ ଜିଣି ଦିଲ୍ଲୀ ଟିମ୍‌ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଇଅନ୍‌ ମୋର୍ଗାନଙ୍କ
Read More...

ଆଇପିଏଲ୍‌ : ବୋଲିଂରେ ବୁମୁରା-ବୋଲ୍ଟ ଓ ବ୍ୟାଟିଂରେ ଇଶାନ୍-ଡିକକ୍‌ଙ୍କ କମାଲ ପ୍ରଦର୍ଶନ ବଳରେ ଚେନ୍ନାଇକୁ ୧୦ ୱିକେଟରେ…

ସାରଜା : ‘କର ବା ମର’ ସ୍ଥିତିରେ ପଡ଼ିଥି‌ଲେ ମଧ୍ୟ ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ଦୟନୀୟ ଭାବେ ୧୦ ୱିକେଟରେ ହାରିଛି। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଘାତକ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ଯଶପ୍ରୀତ୍ ବୁମରା ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିବାରୁ ଚେନ୍ନାଇର ଚମକହୀନ ପ୍ରଦର୍ଶନ ଜାରି
Read More...

ଆଇପିଏଲ : ମନୀଷ ଓ ବିଜୟଙ୍କ ୧୪୦ରନ୍‌ର ଭାଗିଦାରୀ ବଳରେ ରାଜସ୍ଥାନକୁ ୮ ୱିକେଟରେ ହରାଇଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଦଶମ ମ୍ୟାଚରୁ ଡେଭିଡ୍‌ ୱାର୍ନରଙ୍କ ଦଳ ଚତୁର୍ଥ ବିଜୟ ସହ ପ୍ଲେ ଅଫ୍‌ ଆଶାକୁ ଉଜ୍ଜୀବିତ ମଧ୍ୟ କରିଛି।
Read More...