Browsing Category
କ୍ରୀଡା
ଜାମସେଠ ପ୍ରିମିୟର ଲିଗ ଟି-୧୦ : ବରତୁଣ୍ଡାକୁ ହରାଇ ଡୁକୁକିଝରିଆ ଚମ୍ପିୟାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଜାମସେଠ ଗ୍ରାମର ଚାଲିଥିବା ୯ତମ ଜାମସେଠ ପ୍ରିମିୟର ଲିଗ ଟି-୧୦ ରବିବାର ଖେଳ ଆରମ୍ଭ ହୋଇଥିବା ଫାଇନାଲ ମ୍ୟାଚରେ ବରତୁଣ୍ଡାକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଆଜି ଡଃ ମୂରଲୀଧର ବାଗ ଅତିଥି ଭାବେ ଯୋଗ ଦେଇ ଖେଳ ଉଦଘାଟନ କରିଥିଲେ ।!-->…
Read More...
Read More...
ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନରିକଟା ବିଜୟୀ
ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ତୁର୍ଲା ଗ୍ରାମରେ ଜୟ ହନୁମାନ ଯୁବକ ସଂଘ ତରଫରୁ ୧୯ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ଜାନୁଆରୀ ୪ ତାରିଖ ଦିନ ଜଗୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସୁଦାମ ମାଝି ଓ ଜିଲ୍ଲା ପରିଷଦ ସଦସ୍ୟ ଦିଲୀପ!-->…
Read More...
Read More...
କରୁଆଁଝର ୨୬ତମ ଆଜାଦ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : କୁଠୁର୍ଲାକୁ ହରାଇ କରୁଆଁଝର ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କରୁଆଁଝରର ଆଜାଦ କ୍ରିକେଟ ପ୍ରତଯୋଗିତାରେ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଫାଇନାଲରେ କରୁଆଁଝର ଓ କୁଠୁର୍ଲା ମଧ୍ୟରେ ହୋଇଥିଲା । ସେହି ମ୍ୟାଚରେ କରୁଆଁଝର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୬ ଓଭରରେ ୪୩ରନ୍ କରିଥିବା ବେଳେ!-->…
Read More...
Read More...
ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ ଓ ପାଇକପଡା ଦଳ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟଆଜି ଦ୍ୱିତୀୟ ଦିନରେ ପହଂଚିଛି । ଆୟୋଜିତ ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି!-->…
Read More...
Read More...
ଜାନୁଆରୀ ୧୩ରେ ପାରାଦ୍ୱୀପ ବନ୍ଦର କ୍ରିକେଟ : ଜିଲ୍ଲାର ୧୬ବର୍ଷରୁ କମ୍ ବାଳକ ବିଭାଗର ଚୟନ
ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଥିବା ୧୬ ବର୍ଷରୁ କମ (ବାଳକ) କ୍ରିକେଟ ଟିମ୍ ପାଇଁ ପାରାଦ୍ୱୀପ କ୍ରିକେଟ ଜିଲ୍ଲା ନିମନ୍ତେ ଖେଳାଳୀ ଚୟନ ଆସନ୍ତା ଜାନୁଆରୀ ୧୩ ତାରିଖ ବୁଧବାର ଦିନ ସକାଳ ୧୧ଟା ସମୟରେ ପାରାଦ୍ୱୀପର ଗୋପବନ୍ଧୁ!-->…
Read More...
Read More...
ଖଲିଆପାଲି କ୍ରିକେଟ କପ୍ ଉଦ୍ଯାପିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ସ୍କୁଲ ପଡିଆରେ ନେତାଜୀ କ୍ଲବ ଦ୍ୱାରା ଆୟୋଜିତ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ରବିବାର ଉଦଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ଖଇରା ଦଳ ଟସ୍ ଜିତି ପ୍ରଥମେ ଫିଲଡିଂ!-->…
Read More...
Read More...
ବଡବନ୍ଧ ୫ମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ
ଦେଓଗାଁକୁ ହରାଇ ପ୍ରଥମ ସେମିଫାଇନାଲରେ ପହଞ୍ଚିଲା କୁଠୁର୍ଲାଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ବଡବନ୍ଧରେ ରବିବାର ଦିନ ପଞ୍ଚମ ବାର୍ଷିକ ଲବଣୀ ସେନ ନାଏକ କ୍ରିକେଟ ପ୍ରତଯୋଗିତାକୁ ସ୍ଥାନୀୟ ସରପଞ୍ଚ ଧୁବଳେ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟିତ କରିଥିଲେ। ରବିବାର ଦିନ!-->…
Read More...
Read More...
ଅମିତା ପାଳ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ସ୍ମୃତିସଭା
ଭୋଗରାଇ ( ଶିବ ନାରାୟଣ ପାତ୍ର ) : ଏକଦା ନିର୍ଦ୍ଦିଷ୍ଟ ଦିବ୍ୟ ଲକ୍ଷ୍ୟ ପୂରଣ ସହ ସଂକ୍ଷିପ୍ତ ଜୀବନ ଜୀଇଁ ବାହୁଡି଼ ଯାଇଥିବା ଯୋଗଜନ୍ମା ଶ୍ରୀଚୈତନ୍ୟ ଓ ବିବେକାନନ୍ଦଙ୍କ ପରି ଆଜିର ଦିନରେ ଏହାର ଅନୁରୂପ କତିପୟ ବ୍ୟକ୍ତିସତ୍ତାଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ସ୍ୱର୍ଗତଃ ଅମିତା ରାଣୀ ପାଳ!-->…
Read More...
Read More...
କ୍ରିଷ୍ଣା କପ୍ କ୍ରିକେଟ୍ : କଲଙ୍ଗାପାଲି ସେମିରେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେସିସି ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ!-->…
Read More...
Read More...
ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡ଼ାସମ୍ବର ସ୍ଫୋଟିଂ ଓ ବଲାଙ୍ଗିର…
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମର ଲୋକସଂଖ୍ୟା ପାଖାପାଖି ୨୦୦୦ । ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରରେ ଅବସ୍ଥିତ । ଛିନ୍ଦେଇକେଲାକୁ କିଏ ନ ଜାଣେ, ଛୋଟ ଛୋଟ ଗାଁ, ଜିଲ୍ଳା, ରାଜ୍ୟର କ୍ରୀଡ଼ାପ୍ରେମୀ ସଭିଏଁ ଜାଣନ୍ତି!-->…
Read More...
Read More...