Browsing Category

କ୍ରୀଡା

ନୃସିଂହନାଥ କପ୍‌ ଇଣ୍ତୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲା‌ଙ୍ଗିରର ସୋନୁ ଓ ପ୍ରତିକ ଚମ୍ପିଆନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଥିବା ପଡିଆରେ ୨୨ତମ ନୃସିଂହନାଥ କପ ଇଣ୍ତୋର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲା‌ଙ୍ଗିରର ସୋନୁ ଓ ପ୍ରତିକ ଚମ୍ପିଆନ ହୋଇଛନ୍ତି । ଦିନକିଆ ଏହି ଖେଳରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫଇନାଲ ଖେଳରେ
Read More...

ନାଇକେନଶିରା ୫ତମ ଠାକୁର ବଡଦେଓ ଫୁଟବଲ ପ୍ରତିଯୋଗିତା : ହାତୀସରା ଓ ଲଣ୍ଡାପଥରକୁ ହରାଇ ସେମିଫାଇନାଲକୁ ପହଞ୍ଚିଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ଗାଁରେ ଠାକୁରଦେଓ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୧୬ଟି ଦଳକୁ ନେଇ ହେଉଥିବା ଏହି ଟୁର୍ନାମେଣ୍ଟର ପଞ୍ଚମ ଦିନରେ ପ୍ରଥମ ମ୍ୟାଚରେ ବୁଦେଲଗୁମା ଦଳ ହାତୀସରାକୁ ୪/୧ ଗୋଲରେ ଓ ଦ୍ଵିତୀୟ
Read More...

ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦେବଙ୍ଗ ଓ ଗଣ୍ଡାବସା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିନରେ ପହଂଚିଛି । ଚତୁର୍ଥ ଦିବସରେ ଯୁବ ସମାଜସେବୀ ହେମନ୍ତ ବେହେରା ଅତିଥି ଭାବେ ଯୋଗଦେଇ ଖେଲାଲି
Read More...

ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଘଣ୍ଟାପଡା ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ଖେଳ ପଡିଆରେ ପଞ୍ଚମ ଜମେଶ୍ବର ମାଝୀ ଓ ପ୍ରକାଶ କଅଁର ମେମୋରିଆଲ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇ ଯାଇଛି । ପ୍ରତିଯୋଗିତାର ପ୍ରଥମ ଲିଗ ମ୍ୟାଚ ଖେଳରେ କୁରୁକୁପା ଦଳ ୨-୧ ଗୋଲରେ ତରଭାକୁ ପରାସ୍ତ କରିଥିଲା ।
Read More...

ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କଣ୍ଟାବାଞ୍ଜି ଦଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଷଷ୍ଠ
Read More...

ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ନୁଆଁପାଲିକୁ ହରାଇ ଥାଳବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଉଡ଼ାରରେ ପ୍ରଥମ ଜଗନ୍ନାଥ ନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷକ ବିରେନ୍ଦ୍ର ସୁନା ସଂଯୋଜନା କରିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଳବନ୍ଧ ଓ ନୁଆଁପାଲି ଦଳ ଖେଳିଥିଲେ । ଏହି
Read More...

ମମିଆଁ ଗାଁରେ ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦଘାଟନୀ ମ୍ୟାଚ୍‌ରେ କୁରସୁଡ ଓ ମାଲପଡା ଦଳ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଆଜି ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝଲପ ପଂଚାୟତ ସରପଂଚ ପ୍ରତିନିଧି ଗଣ୍ଡାରାମ ବେହେରା
Read More...

ଆଉ ଆଇପିଏଲ୍‌ ଖେଳିବେ ନାହିଁ ଏହି ପ୍ରସିଦ୍ଧ ଖେଳାଳି

ଶ୍ରୀଲଙ୍କା : ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ପ୍ରାଞ୍ଚାଇଜି କ୍ରିକେଟକୁ ବାଏ ବାଏ କହିଛନ୍ତି । ୨୦୨୧ ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରିଲିଜ କରିଥିବା ଖେଳାଳିଙ୍କ ମଧ୍ୟରେ ମାଲିଙ୍ଗାଙ୍କ ନାଁ ରହିଛି । ଏହାପରେ ଏକ ବିବୃତି ଜାରି କରି ମାଲିଙ୍ଗା ପ୍ରାଞ୍ଚାଇଜି କ୍ରିକେଟକୁ
Read More...

ଧୋନୀଙ୍କୁ ପଛରେ ପକାଇ ରେକର୍ଡ କଲେ ପନ୍ତ

ବ୍ରିସ୍‌ବେନ୍‌ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି । ତେବେ ରିଷଭ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ରିଷଭ ବ୍ରିସବେନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭଲ ଖେଳିବା ସହ ଏକ ନୂଆ
Read More...

ଅଷ୍ଟ୍ରେଲିଆ ବୋଲର ଜୋସ୍‌ ହଜଲଉଡଙ୍କ ବଲର ଶିକାର ହେଲେ ପୂଜାରା : ବ୍ୟାଟ୍‌ ଫିଙ୍ଗିବା ସହ କ୍ରିଜରେ ହିଁ ଶୋଇଗଲେ

ବ୍ରିସବେନ୍‌ : ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ସିରିଜର ଅନ୍ତିମ ଟେଷ୍ଟ ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ଶିକାର େହଇଛନ୍ତି ପୂଜାରା । ପୂଜାରାଙ୍କୁ ବଲ୍‌ ବାଜି କହୁଣୀ ଓ ହାତରେ ଜୋର ଆଘାତ ଲାଗିଛି । ଜୋସ୍‌ ହଜଲଉଡଙ୍କ ବଲରେ ୪୮.୨ ଓଭରରେ ପୂଜାରାଙ୍କ
Read More...