Browsing Category
କ୍ରୀଡା
ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲୁଚୁକିବନ୍ଧ ଚମ୍ପିଏନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଏବଂ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଦ୍ଵୀଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲରେବାରପୁଡୁଗିଆକୁ ଟ୍ରାଇ ବ୍ରେକରରେ ହରାଇ!-->…
Read More...
Read More...
ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସଦାନନ୍ଦପୁର ଠାରେ ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଭେଙ୍ଗରାଜପୁର ସରପଞ୍ଚ ଭିଷ୍ମଦେବ ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ!-->…
Read More...
Read More...
ଘୁନସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମାଚୁଆ ବିଜୟୀ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସ୍ଥିତ ବଣା ବିଜାର ଖେଳ ପଡିଆ ଠାରେ ଆଜି ଦ୍ୱିତୀୟ ଦିନରେ ସମାଚୁଆ ଓ ଘୁନସର ଦଳ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଘୁନସର ଦଳକୁ ହରାଇ ୧-୦ରେ ସମାଚୁଆ ଦଳ ବିଜୟୀ ହୋଇଥିଲା!-->…
Read More...
Read More...
ଆରମ୍ଭ ହେଲା ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା : ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫କୋଟିରେ ରେକର୍ଡ ସହ କିଣିଲା…
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି ।!-->…
Read More...
Read More...
ବଲାଙ୍ଗିର କପ୍ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍ : ଗାନ୍ଧୀନଗର ପଡା ଏବଂ ପାଟଣାଗଡ ଦଳ ବିଜୟୀ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ବଲାଙ୍ଗିର କପ୍ ପ୍ରତିଯୋଗିତା ସ୍ମାଇଲ୍ ଫର୍ ଅଲ୍ ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଗାନ୍ଧୀନଗର ପଡା ଏବଂ ୟଙ୍ଗ୍ ଷ୍ଟୁଡେଣ୍ଟ କଲେଜ ଛକ ଦଳ ମଧ୍ୟରେ ଖେଳାଯାଇଥିଲା । ୟଙ୍ଗ୍ ଷ୍ଟୁଡେଣ୍ଟ!-->…
Read More...
Read More...
ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ : କଳାପଥର ଦଳ ବିଜୟ
ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର!-->…
Read More...
Read More...
ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ମନିଗାଁ ଓ ଟେପସା ଦଳ!-->…
Read More...
Read More...
ଥାଳବନ୍ଧରେ ଏକଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ମକୁନ୍ଦପୁରକୁ ହରାଇ ଥାଳବନ୍ଧ ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଥାଳବନ୍ଧ ଖେଳ ପଡିଆରେ ମାଁ ଥାଲବନ୍ଧେନ୍ କ୍ରିକେଟ ଟିମର ଆୟୋଜନରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳରେ ଥାଲବନ୍ଦ ଓ ମକୁନ୍ଦପୁର ଦଳ ଖେଳିଥିଲେ । ଏହି ମ୍ୟାଚରେ!-->…
Read More...
Read More...
ମାଁ ବସ୍ତ୍ରେନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଉଦଘାଟନୀ ମ୍ୟାଚର ଝରଣୀ ଓ ମନିଗାଁ ଦଳ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଂଚାୟତର ସର୍ଗୁଲ ଗ୍ରାମରେ ଆଜି ମାଁ ବସ୍ତ୍ରେନ୍ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଭୋଦେବ ବନଛୋର, ତ୍ରିଲୋଚନ ନାଏକ, ଭଜମନ ବେହେରା, ପୁନ୍ୟ ନାଏକ,!-->…
Read More...
Read More...
ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ମନିଗାଁ ଓ ଟେପସା ଦଳ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଷଷ୍ଠ ଦିବସରେ ଜାମଖୁଣ୍ଟା ପଂଚାୟତ ସରପଂଚଙ୍କ ପ୍ରତିନିଧି ଗୌରଲାଲ ମହାନନ୍ଦ ଅତିଥି ଭାବେ!-->…
Read More...
Read More...