Browsing Category
ସ୍ୱତନ୍ତ୍ର
ଆମେ ବଲାଙ୍ଗିରିଆ
ଆଶୁକବି ହେମନ୍ତ ଦାଶ
ମାଁ ପାଟମେଶିରି ମାଁ ସମଲେଶିରିଧରିଛନ୍ ତାକର୍ କୁଲେ,ବଲାଙ୍ଗିର୍ ମାଟିର୍ ପାଏନ୍ ପବନ୍ ଥିବଢିଛୁଁ ଉଲେଦୁଲେ।
ହରି ଶଙ୍କରର୍ ଝରନ୍ ପାଏନ୍ଲାଗସି କେତେ ଅଏନ୍,ରାନିପୁର୍ ଆର୍ ଝରିଏଲ୍ ଦେଖିହେସୁଁ କେତନି ଧଏନ୍।
ଭୀମ୍ ଡୁଙ୍ଗୁରି, କୁମୁଡା ପାହାଡ୍ପରକୁତି ରାନିର୍!-->!-->!-->!-->!-->!-->!-->…
Read More...
Read More...
ସ୍ୱକୀୟ ମତ : ଧର୍ମ, ବିଜ୍ଞାନ ଓ ଆମେ
ଜୟଶ୍ରୀ ସାହୁ
ଯଦିଓ ବହୁତ କିଛି ପରିବର୍ତନ ହେଲାଣି, ତଥାପି ପାରମ୍ପରିକ ଧର୍ମବିଶ୍ଵାସ ଅନୁଯାୟୀ ଓଡିଶାର ପଶ୍ଚିମାଞ୍ଚଳର ନାରୀମାନେ ରଜ ସଂକ୍ରାନ୍ତି ସମୟରେ ଋତୁମତୀ ହେଲେ ଚାରିଦିନ ଧରି କେବଳ ଫଳାହାର କରନ୍ତି । ଅଥଚ, ସମାନ ଅବସ୍ଥାରେ ରଜ ସମୟରେ ପୂର୍ବାଞ୍ଚଳର ନାରୀ ମାଛ ମାଂସ ପ୍ରଚୁର!-->!-->!-->…
Read More...
Read More...
କବିତା : ହୋ ପଣ୍ଡିତେ
ବିଜୟ ପ୍ରଧାନ
ମତେ ଏତେ ଉପରକୁନିଅ ନାହିଁ ପଣ୍ଡିତେମୁଁ ମାଟିର ମଣିଷପାଦ ଲାଖିଥାଉ ଏମିତି ମାଟିରେ …
ମୋର ପ୍ରଶ୍ନମାନଙ୍କ ପରି ମୁଁନିହାତି ତୁଚ୍ଛ ଓ ଅବାନ୍ତରମତେ ନିଜ ସାମ୍ନାରେ ଥୋଇବିଚାର ନ କର ।
ମୋର ହେବାର ନାହିଁ ଛଞ୍ଚାଣଉଡ଼ାଣ ଖୋର ମନଭୁରତେଇ ଖଞ୍ଜନାହିଁମହମର ଡେଣାବରଂ ନ!-->!-->!-->!-->!-->!-->!-->…
Read More...
Read More...
ବ୍ୟଙ୍ଗ ଦୃଷ୍ଟି : ଇ’ ଉଛବ୍ କାହାର୍ ଲାଗି…. ?
ଦେବାଶିଷ ମିଶ୍ର
ଶୀତ୍ ମାସେ କସରତ୍ର ମଜା ଅଲ୍ଗା, ଖୁଁଟା ଥି ବନ୍ଧା ବଲଦ୍ ମାନେ ବି ବାହରି ପଡସନ୍ ଯୁତା ମଫଲର୍ ଲଗେଇ । ସକାଲୁ ଉଠ୍ଲା ବେଲ୍କେ ତ’ ଏଗାର ବାଜୁଛେ, ସନ୍ଧ୍ୟାକେ ଲୋକ୍ ଦେଖ୍ନିଆ ମୁଇଁ ଭିଲ୍ ବାହାରି ପଡ୍ଲିଁ ମିଶନ୍ ପଡିଆ କେ । ଦୁଇ ଚକ୍କର୍ ନେଇଁ ମାରି କରି!-->!-->!-->…
Read More...
Read More...
କୁଚିପାଲିରେ ଜୁଗାର ଯାତ୍ରା
ଦେବାଶିଷ ପଟ୍ଟନାୟକ
ବରଗଡ଼ ଜିଲ୍ଲା ସଦର ମହକୁମାରୁ ୫୦ କି.ମି. ପଦ୍ମପୁର ଗଲାବେଳେ ରାଜ୍ୟ ରାଜପଥ କଡ଼ରେ କୁଚିପାଲି ଗ୍ରାମ ଅବସ୍ଥିତ । ଆଠଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ଚାରି ହଜାରରୁ ଅଧିକ ହେବ । ପଶ୍ଚିମ ଓଡ଼ିଶାରେ ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।!-->!-->!-->…
Read More...
Read More...
ନବମ ବେଶରେ ଆଜି ମା’ : ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ନବମ ବେଶରେ ମା’ ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’ ଦେବୀ ପୀଠ ମାନଙ୍କରେ ବିରାଜମାନ କରିଛନ୍ତି । ସହରର ସମଲେଇ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟ ସବୁ ଦେବୀ ମନ୍ଦିରରେ ମା’ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ଗ୍ରହଣ କରିବେ । ଏହି ବେଶର ପୌରାଣିକ!-->…
Read More...
Read More...
ବ୍ୟଙ୍ଗ ଦୃଷ୍ଟି : କି ହେବ ଗାନ୍ଧୀ ଭଜିଲେ….
ଦେବଶିଷ ମିଶ୍ର
ସକାଳୁ ତରବରରେ ଉଠୁ ଉଠୁ ମନେପଡିଲା ଆରେ ଆଜି ପରା ଗାନ୍ଧୀ ଜୟନ୍ତି । ନିଉଜ୍ କଭର୍ କରିବା ପାଇଁ ବାହାରି ଗଲି । ଯାଉ ଯାଉ ସାଥୀ ସାମ୍ବାଦିକ ବନ୍ଧୁ ସହ ଦେଖା ହୋଇଗଲା । ବନ୍ଧୁ ପଚାରିଲା- କ’ଣ ବେ, ଆଜି ବି ଲେଟ୍, ଠିକ୍ କଲୁ ଏବେ ବୁଢାର ମଣ୍ଡପ ସଜା ଚାଲିଛି । ସରିଲେ!-->!-->!-->…
Read More...
Read More...
ଆଜି କାଳରାତ୍ରି ବେଶରେ ମା’ : ଆସନ୍ତୁ ଜାଣିବା ମହାତ୍ମ୍ୟ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ମା’ଙ୍କ କାଳରାତ୍ରୀ ବେଶ । ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟାନ୍ୟ ଦେବୀ ପୀଠରେ ଆଜି କାଳରାତ୍ରି ବେଶରେ ମା’ ପୂଜା ପାଉଛନ୍ତି । ଜଗତ ଜନନୀଙ୍କ କାଳରାତ୍ରି ବେଶ ସବୁଠୁ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଥାଏ ।!-->…
Read More...
Read More...
ଯଦି ଆପଣ ଜଣେ ନର୍ସ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି…
ସୁଶ୍ରୀ ସ୍ନେହଲତା
ଯଦି ଆପଣ ଜଣେ ନର୍ସ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତେବେ ଏହା ନିଶ୍ଚିତ ଯେ ଆପଣ ବିଶେଷ ସୌଭାଗ୍ୟ ନେଇ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି । କୁହାଯାଏ, ମାନବ ସେବା, ମାଧବ ସେବା । ସିଧାସଳଖ ମାନବ ସେବାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିବା ଯୋଗୁଁ ସମାଜରେ!-->!-->!-->…
Read More...
Read More...
ସମଲେଇ ପୀଠ : ଆଜି ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସହରର ବିଭିନ୍ନ ଦେବୀ ପୀଠ ସହ ସମଲେଇ ପୀଠରେ ମଧ୍ୟ ମା’ କାତ୍ୟାୟନୀ ବେଶରେ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଛନ୍ତି । ଜଗତ୍ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାତ୍ୟାୟନୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା ।
ଚନ୍ଦ୍ରହାସୋଜ୍ଜ୍ୱାଳକରା!-->!-->!-->…
Read More...
Read More...