Browsing Category
ସାହିତ୍ୟ
କଥାନି : ଆଁଖଲ୍ର ଅପମୁର୍ତୁ
ଡ. ଗୋବର୍ଦ୍ଧନ ସାହୁ
କହୁନ୍ ସାର୍, ଶୁନି ପାରୁଛେଁ ।ହଁ, ହଁ ସୁଦାମ ବାବୁ, ମୋର କଥାକେ ଧିଆନ ଦେଇକରି ଶୁନୁନ । ଏକାଉଂଟେନ୍ଟ ବାବୁକେ ବୁଝେଇ ଦଉନ । କଲା ଟଁକା କେଂତାକରି ଧଲା ହେବା, ସେ ତା’ର ଆଏ ଉପେ କର୍ବେ । ହଁ ଆରୁ ଗୁଟେ କଥା । ମିଟିଂଗ୍ର ସବୁ ଫାଇଲ୍ ପତର୍ ରେଡ଼ି କରିଥିବେ!-->!-->!-->…
Read More...
Read More...
କବିତା : ଆଖି
ରୁଚିସ୍ମିତା ମହାପାତ୍ର
ନା ଅତୀତନା ଭବିଷ୍ୟତନା ସତ ନା ସର୍ତ୍ତଆଜି ମତେ ଏମିତିଆଖି ବୁଜି ଦବାକୁ ପଡିଲା ।
କାହାକୁ ଦୋଷ ଦବରାତିକୁ ନା ନିଦକୁସ୍ବପ୍ନକୁ ନା ସତକୁ ।
ଆଖି ବୁଜିଲେ ଅସୁମାରୀ ଅନ୍ଧାରଆଖି ଖୋଲିଲେ ଅଣାକାର ଆକାଶଆଖି ବୁଜିଲେ ଅସମ୍ପୂର୍ଣ ସ୍ବପ୍ନଆଖି ଖୋଲିଲେ ଅସମ୍ଭାଳ!-->!-->!-->!-->!-->!-->!-->…
Read More...
Read More...
କବିତା : ଥରିଲା ଛାଇରେ
ଗଜାନନ ମିଶ୍ର
ଛାଇ ଛାଇ ନାଚ,ଥରୁଛି ଦେହ,ଖୋଲ କବାଟ ।
ମଧୁର ସଙ୍ଗୀତଆଉ ଲାଗୁ ନି ମଧୁର ।ସ୍ମୃତି ଛିଡା ବାଟ ଛେକିଜଳନ୍ତା ନିଆଁକୁ ଡେଉଁଥିବାପୋକ ପରି ।
ଥାଉ, ଅମୂଲ୍ୟ ହେଉ ପଛେପଥର କାଢନା ଭିତରୁ ।
ହସି ହସି ହେଉ କିକାନ୍ଦି କାନ୍ଦି, ରାତିଟା ବିତୁ ।
ଏଇଠି, ଏ ସମୟରେନାଇଁ,!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
କବିତା : ବିଦାୟ ମୁହୂର୍ତ୍ତ
ନୀଳାଦ୍ରି ଭୂଷଣ ମହାପାତ୍ର
ସବୁ ବିଦାୟ ବେଳଏମିତି ବିଷାଦମୟଥମ୍ ଥମ୍ ମୁହଁଛଳ ଛଳ ଆଖିଭାଷା ସବୁ ଡେଇଁ ପାରନ୍ତିନିଓଠର ଏରୁଣ୍ଡିପୃଥିବୀଟା ସତେକି ଚାଲିଯାଏପାଦତଳୁ ଖସି ।
ସ୍ୱର୍ଗ ପରି ଲାଗୁଥିବା ସଂସାରଆଖି ପିଛୁଳାକେ ପାଲଟିଯାଏ ଶ୍ମଶାନନାଁ ବୁଝିହୁଏ, ନାଁ ବୁଝେଇ ହୁଏଯେତେସବୁ!-->!-->!-->!-->!-->…
Read More...
Read More...
କାଠଗଡାରୁ ଈଶ୍ୱର
ରାମକୃଷ୍ଣ
ତମର ସବୁ ଅଭିଯୋଗ ସତସ୍ୱୀକାର କରୁଛି ତମର ସବୁ ଆକ୍ରୋଶ,ନିଜେ ନିଜର ଆଲୁଅରେଛାଇଟିଏ ହୋଇ ଛିଡାହେବାନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେଶୂନ୍ୟତାକୁ ଘେରିବା କେଡେ କଠିଣ ସତରେ,ଆଉ କେଡେ ମାରାତ୍ମକ ବିନିଜସହ ଲୁଚକାଳି ଖେଳିବାକୁଟୁକୁଡା ଟୁକୁଡା ହୋଇ ଭାଂଗିବାଆଉ ମୋର କୃତକର୍ମର!-->!-->!-->…
Read More...
Read More...
କବିତା : ସବୁ ଠିକ୍ ଅଛି
ରାମକୃଷ୍ଣ
ତଥାପି ଭାବି ନେବାକୁ ହେବ ଯେସବୁ ଠିକ୍ ଅଛିକେବଳ ଟିକେ ଛନ୍ଦ ବିଗିଡି଼ ଯାଇଛି ପଦପାତରଅଦିନ ବର୍ଷାରେ ଧୋଇଯାଇଛି ଉଠାଣି ରାସ୍ତାକିଛି ଡାଳ ଭାଂଗି ପଡିଛନ୍ତି ଫଳନ୍ତି ଗଛରୁଭୁତର ଭୟ ଲୁଚି ରହିଛି ଆଲୁଅରେକିଛି ଆତ୍ମୀୟ ସ୍ୱଜନ ବିଦାୟ ନେଇଛନ୍ତିନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ
!-->!-->!-->!-->…
Read More...
Read More...
କବିତା : ଆଉ କେଇଟା ଦିନ
ନୀଳାଦ୍ରି ମହାପାତ୍ର
ଆଉ କେଇଟା ଦିନରେଉଜୁଡି ଯିବ ଉପବନ ।
ସ୍ୱପ୍ନାବିଷ୍ଟ ଚାରା ସବୁ ଶୁଖିଯିବେମୋହାଶକ୍ତ ଫୁଲ ସବୁ ମଉଳିଯିବେଏକାନ୍ତ ଘନିଷ୍ଠ ଗଛ ସବୁ ମରିଯିବେନିର୍ଜନତାରେନିଜସ୍ୱ ଆଳାପ କରୁଥିବଆତ୍ମସ୍ଥ ମାଳୀଟି ।
ମନ୍ଦିରରୁ ମଧୁଶାଳା ଯାଏଆଉ ଦିଶୁନଥିବ ସେ ଆତ୍ମୀୟ ମୁହଁଶୁଭୁ!-->!-->!-->!-->!-->!-->!-->…
Read More...
Read More...
କବିତା : ମା’
ପ୍ରଦୀପ କୁମାର ପଣ୍ଡା
ବଂଦ ଆଖିର ଛେଉଂଡ଼ କୋଣରୁ ଦିଶୁଛି ଯିଏସେଇ ମୋର ମା',ସେଇ ମୋର ମା', ଯିଏ ମୋର ଅସାଢ ଡେଣାରେଖଂଜି ଦେଇଛି ଶାଂତ କ୍ଷୟର ପର।
ସେଇ ମୋର ମା' ଯିଏନିଜେ ହଂସ ନିଜେଇ ଆକାଶ,ଯିଏ ଅନାକାଶର ବସୁ।
ନିଜ ଘରେ ନିଜେ ହିଁ ଅତିଥି ଯିଏନିଜେ ବେଦି ନିଜେ ଅଗ୍ନି ନିଜେଇ!-->!-->!-->!-->!-->!-->!-->…
Read More...
Read More...
ନିଜ ଅନୁଭୂତିରୁ ରମ୍ୟ ରଚନା : ପୁରୀ ରଥଯାତ୍ରା, ମୋବାଇଲ ଚୋରି ଓ କୁମ୍ଭାରପଡ଼ା ଥାନା
ମୀନକେତନ ବାରଲେବଡ଼ିଆ
ଗାଁ ଠାକୁରାଣୀଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଥିବା ସତ୍ୱେ ପୁଲା ଦିନୁ ନିଜକୁ ନିଜେ ନାସ୍ତିକ ମନେ କରୁଥିଲି । ମନ୍ଦିର ଓ ଠାକୁର ପ୍ରତି ବିମୁଖ ଥିଲା ମୋ' ମନ । କିନ୍ତୁ ମୋର ଯେତେବେଳେ ହୃଦ୍ବୋଧ ହେଲା ଯେ ସଂସାର ସାରା ଆମ ଚତୁଃପାଶ୍ୱର୍ରେ ଆତଯାତ କରୁଥିବା!-->!-->!-->…
Read More...
Read More...
କବିତା : କୁଆଡେ଼ ଯିବ
ରାମକୃଷ୍ଣ
ନୀଳ କୁଆଡ଼େ ଯିବ ଆକାଶ ଛାଡ଼ିକିରଣ ଯିବ କୁଆଡ଼େ ସୂରୁଯ ଛାଡି
ଜଳ ଯିବ କୁଆଡ ଛାଡ଼ି ନଦୀ ସମୁଦ୍ରଜୋଛନା ଛାଡ଼ି କୁଆଡ଼େ ଯିବ ଆହ୍ଲାଦ
ପତ୍ର ଫୁଲ ଫଳ ଛାଡ଼େ ନାହିଁ ବୃକ୍ଷକୁରଂଗ ମହକ ଛାଡ଼େ ନାହିଁ ଫୁଲକୁ
କୃଷ୍ଣ କୁଆଡ଼େ ଯିବ ଛାଡି ଅଂଧାରମାଟି ଛାଡ଼ି କୁଆଡ଼େ ଯିବ!-->!-->!-->!-->!-->!-->!-->!-->!-->…
Read More...
Read More...