Browsing Category
ସାହିତ୍ୟ
କବିତା : 🌱ଚାକିରିଆ କବି🌱
ଚାକିରିଆ କବି କେବେ ବିମନଖୋଲି ଲେଖି ପାରିବନି କବିତାସତକୁ ସତ, ମିଛକୁ ମିଛ କହିଦେଲେବଦଳି ଯାଇ ପାରେ ତା'ର ଚରିତ୍ର ପଞ୍ଜିକା
ତା' ଉପର ହାକିମଙ୍କ କଟୁକଥାତା' ସହକର୍ମୀ ପ୍ରତି ଦୁର୍ବଳତାତାକୁ ନେଇ ବି ଲେଖି ପାରିଥାନ୍ତାଗୋଟିଏ ଗୋଟିଏ କବିତାସବୁ ଭାବନାକୁ ଅବଦମିତ!-->!-->!-->…
Read More...
Read More...
ଛୁଆକର୍ ଲାଗି କଥାନି : ଝୁରି ଭଜାର୍ ନିଶା
ଗୁଟେ ମାଁ ବିଲେଇ ·ଏରଟା ଗୁଲଗୁଲିଆ ଛୁଆ ଜନମ କଲା । ମାଁର ଯତନ ପାଇକରି ଛୁଆମାନେ ବଡ଼ଖା ହେବାରକେ ଲାଗଲେ । ଦିନେ ବିଲେଇ ଛୁଆମାନେ ଝୁରି ଭଜା ଖାଏବାରକେ ମନକଲେ । ତାକର ମନର କଥା ମାଁ ବିଲେଇକେ ଜନାଲେ । ଛୁଆକର ମନ ରଖବାର କାଜେ ମାଁ ବିଲେଇ ଝୁରି ଭଜା ନୁରବାକେ ବାହାରି ଗଲା । ଝୁରି ଭଜାର!-->…
Read More...
Read More...
କବିତା : ଭଁଟାକେ ଯଉଛୁ ପହେଲା ହେଇ
ଦେଖରେ ପୁତା,ଭଁଟାକେ ଯଉଛୁ ପହେଲା ହେଇଆକାଶ ବଢେ଼ ଉସାର୍ ପିସାର୍ଯେତକି ଭଲକେ ସେତକି ଅସାର୍ଇନର୍ କଥା କାହିଁ ଜାନବୁ ତୁଇ!
ଚାପର୍ ଏଡ଼କି ଗୁଡ଼ା ଭିତରେଦିନ୍ ସରୁଥିଲା ତୋର୍ବିପଦେ ଆପଦେ ତୋର୍ ଉପରେଆଏଁଖ୍ ଟେ ଥିଲା ମୋର୍ ।
ପାଆଁଲିଲା ତୋର୍ ଡେନା ଯେନ୍ତାଉଡ଼ବାର୍ ଶିଖାଲିଁ ତତେପଡ଼ି!-->!-->!-->!-->!-->…
Read More...
Read More...
କବିତା : ଝଡ଼
ମୁଁ ଜାଣେଝଡ଼ରେ ଭାଙ୍ଗିଲେ ପୁଣି ଉଠିବୁ
ଅମାନିଆ ଲୁହକୁ ଜମା ଅନାନାପବନକୁ ଭୂତ ଭାବି ଥରିବାର ନାହିଁବନ୍ୟା ଅଜଗର ସୁଅଯାଉ ଯୁଆଡେ଼ ବାଡ଼ ଭାଙ୍ଗି
ଆ, ପିଲାପିଲିଙ୍କୁ ପାଖରେ ବସେଇଆଶ୍ୱସ୍ତ ହ'ଦିଅଁଙ୍କୁ ଦୟାବନ୍ତ କହରାତିକୁ କହ ପ୍ରିୟ ସାଥୀକ୍ଷତିକୁ ନୂଆ ଆଶାର ଫରୁଆ ତଳେଲୁଚେଇ ଦେ'
!-->!-->!-->!-->!-->!-->!-->…
Read More...
Read More...
କବିତା : ବାୟା ଚଢେ଼ଇ
ଉଡ଼ିବ ଉଡ଼ିବ ବୋଲିଡେଣା ଫଡ଼୍-ଫଡେ଼ଇଲାଣିବାୟା ଚଢେ଼ଇଉଡ଼ିବ… ଏଥର ଉଡ଼ିଯିବ!
ଝାଟିମାଟି ଚାଳଘର ମୋରବଡ଼ ଶାନ୍ତ ପରିବେଶଶୀତଳ ପବନ ଝର୍କା ବାଟେ ଆସୁଥିଲାନାକପୁଡ଼ାରେ ଯେତିକି ଧରିବମୁଁ ଶୋଷି ନେଉଥିଲିଆଲୁଅ ଅନ୍ଧାର ସାଂଗରେସମୟ ବିତୁଥିଲା ମୋର ।
କୋଉଠୁ କେଜାଣି ଡେଣା ମେଲେଇଉଡ଼ି!-->!-->!-->!-->!-->…
Read More...
Read More...
ରେଳଗାଡ଼ି ଛୁକ୍ ଛୁକ୍ ଛୁକ୍……
ଧାଉଁଥିଲା,ଦଉଡ଼ୁଥିଲା ଟ୍ରେନ୍ ।ଦଉଡ଼ୁଥିଲେ ରାସ୍ତାମାନେ । ସବୁ ଉଚ୍ଚତାର ପାହାଡ଼, ପର୍ବତ । ସବୁ ବୟସର ଗଛଲତା । ନୀଳ ନୀଳ ମେଘମାଳା, ଦୂର ଗାଁ ମଣିଷ । ଶୁଖିଲା ପତ୍ରମାନେ ବି । ଦଉଡ଼ୁଥିଲେ ବି ଜୀବନ ମାନେ । ମନ ମାନେ । ମାନସୀ ମାନେ । ଇଚ୍ଛା, ସ୍ୱପ୍ନମାନେ । ଝର୍କା ପାଖ ସିଟ୍ରେ!-->…
Read More...
Read More...