Browsing Category

ରାଜନୀତି

ନୀତୀଶ କୁମାର ଇସାରାରେ ବିଜେପି ଉପରେ ଆକ୍ରମଣ କଲେ : କହିଲେ, କିଏ ବନ୍ଧୁ ଏବଂ କିଏ ଶତ୍ରୁ ଜଣା ପଡ଼ିଲାନି

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଜ୍ୟ କାର୍ୟ୍ୟନିର୍ବାହୀ ବୈଠକରେ ଏକ ବଡ଼ ଖୁଲାସା କରିଛନ୍ତି । ୨ ଦିନିଆ ରାଜ୍ୟ କାର୍ୟ୍ୟକାରିଣୀର ପ୍ରଥମ ଦିନରେ ବୈଠକକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି ଯେ ନିର୍ବାଚନ ସମୟରେ ଜଣା ପଡ଼ିଲାନି,
Read More...

ଆଶିର୍ବାଦ ସାହୁ ହେଲେ ବଲାଙ୍ଗିର ବ୍ଲକ ବିଜୁ ଯୁବ ଜନତା ଦଳର ନୂତନ ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ସଭାପତି ଡଃ ବ୍ୟୋମକେଶ ରାୟଙ୍କ ଦ୍ୱାରା ବଲାଙ୍ଗିର ବ୍ଲକର ସଭାପତି ଭାବେ ଆଶିର୍ବାଦ ସାହୁଙ୍କୁ ଚୟନ କରାଯାଇଛି ।
Read More...

ପଶ୍ଚିମବଙ୍ଗ : ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତି ପ୍ରତ୍ୟାଖ୍ୟାନ କଲେ : କହିଲେ, ଫର୍ମାଟ୍ ଠିକ୍ ନାହିିଁ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ଶୁଭେନ୍ଧୁ ଆଧିକାରୀଙ୍କ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ଇସ୍ତଫା ସଠିକ୍ ଫର୍ମାଟରେ ନାହିଁ । ଡିସେମ୍ବର ୨୧ରେ ବାଚସ୍ପତି ଶୁଭେନ୍ଦୁ ଅଧିକାରୀଙ୍କୁ ଡକାଇ କହିଥିଲେ ଯେ, ତାଙ୍କୁ ଆସି ଇସ୍ତଫା ଦେବାକୁ ପଡିବ ।
Read More...

ଆପ‌ତ୍ତି ଉଠାଇ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାମାନେ ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟି ବୈଠକରୁ ଓହରି…

ନୂଆଦିଲ୍ଲୀ : ପ୍ରତିରକ୍ଷା ବ୍ୟାପାର ସଂସଦୀୟ ବୈଠକରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ସଦସ୍ୟମାନେ ମଧ୍ୟଭାଗରୁ ବାହାରି ଆସିଛନ୍ତି । ସୂଚନାନୁସାରେ, ରାହୁଲ ଗାନ୍ଧୀ ଆପତ୍ତି ଉଠାଇଛନ୍ତି ଯେ, ସଂସଦୀୟ କମିଟି ସଶସ୍ତ୍ର ବାହିନୀର ୟୁନିଫର୍ମ ଉପରେ ଆଲୋଚନା କରିବା ପାଇଁ ସମୟ
Read More...

ମମତା ବାନାର୍ଜୀଙ୍କୁ ଲାଗିଲା ବଡ ଝଟ୍‌କା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ବଡ଼ ଝଟ୍‌କା ଲାଗିଛି । ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଥିବା ବେଳେ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ
Read More...

ନିର୍ବାଚନ ପୂର୍ବରୁ ମମତା ସରକାର ଭାଂଗି ଯାଇପାରେ : ବିଜେପି ସାଂସଦ‌ଙ୍କ ଦୃଢେ଼ାକ୍ତି

କୋଲକାତା : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାର ଅଛି । କିନ୍ତୁ ଯଦି ଭାରତୀୟ ଜନତା ଦଳର ସାଂସଦଙ୍କୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ବର୍ଷର ପ୍ରସ୍ତାବିତ ନିର୍ବାଚନ ପୂର୍ବରୁ ରାଜ୍ୟର ମମତା ସରକାର ଭାଂଗି ଯାଇପାରେ । ଏନେଇ ବିଜେପି ସାଂସଦ ଅର୍ଜୁନ ଦୃଢେ଼ାକ୍ତି ପ୍ରଦାନ
Read More...

କଂଗ୍ରେସ ଦଳ ଭେଟିଲା ପରୀ ପରିବାରକୁ : ନରସିଂହ ମିଶ୍ର କଲେ ପୁଙ୍ଖାନୁପୁଙ୍ଖ ଆଲୋଚନା

ନୟାଗଡ଼ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ତଥା ସାଂସଦ ଡା. ଏ. ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ
Read More...

ପୂର୍ଣ୍ଣ ସମର୍ଥନ କରିବ ରାଜ୍ୟ କଂଗ୍ରେସ ଡିସେମ୍ବର ୮ ଭାରତ ବନ୍ଦ ଡାକରାକୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ମୋଦୀ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ୩ ଗୋଟି ନୂତନ କୃଷି ଆଇନ୍ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦିନ ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ
Read More...

ଲାଲୁ ମୋଦୀଙ୍କୁ ପଚାରିଲେ, ଶ୍ରମିକମାନଙ୍କୁ ଫେରାଇ ଆଣିବା ବେଳେ ଡବଲ ଇଞ୍ଜିନ କେଉଁଠି ଥିଲା

ରାଂଚି : ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନରେ ​​ଲାଲୁ ପ୍ରସାଦ ଯାଦବ ଦେଖା ଯାଉନାହିଁ‌ନ୍ତି । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ସେ ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ ଏବଂ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରୁଛନ୍ତି । ଲାଲୁଙ୍କ ଟ୍ୱିଟରେ
Read More...

ଡୋନାଲ୍ଡ ଟ୍ରମ୍ପ ଆମେରିକୀୟମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରିଛନ୍ତି : ବାଇଡେନ

ୱାଶିଂଟନ୍ : ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜାତି, ଜନଜାତି ଏବଂ ଜାତୀୟ ସଂଗୀତ ଆଧାରରେ ଆମେରିକାର ଲୋକଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରି ଦେଇଥିବା ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ମିନେସୋଟା ଠାରେ ଏକ ରାଲିରେ
Read More...